ଜେଲରଙ୍କ ମାଡ଼ରେ କଏଦୀଙ୍କ ମୁଣ୍ଡ ଫାଟିଲା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର ଅଭିଯୋଗ ହୋଇଛି। ଆଜି ରେଢ଼ାଖୋଲ ସବ୍‌ଜେଲରେ ଏହି ଘଟଣା ଘଟିଛି। ଖବର ମୁତାବିକ, ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ୩ କଏଦୀ ଚିକିତ୍ସା ନିମନ୍ତେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରତର […]

jail

jail

Niranjan Mishra
  • Published: Sunday, 11 September 2022
  • Updated: 11 September 2022, 04:44 PM IST

Sports

Latest News

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର ଅଭିଯୋଗ ହୋଇଛି। ଆଜି ରେଢ଼ାଖୋଲ ସବ୍‌ଜେଲରେ ଏହି ଘଟଣା ଘଟିଛି।

ଖବର ମୁତାବିକ, ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ୩ କଏଦୀ ଚିକିତ୍ସା ନିମନ୍ତେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହି ଯାଉଥିଲା। ତରବରିଆ ଭାବେ ଗୁରୁତର କଏଦୀଙ୍କ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସେମାନେ ମେଡିକାଲରୁ ବାହାରି ପୁଲିସ ଗାଡ଼ିରେ ବସୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହି ଘଟଣା ସମ୍ପର୍କରେ କହିଥିଲେ। ସେମାନଙ୍କ ଉପରେ ଜେଲର ଅତ୍ୟାଚାର କରୁଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ।

ସେମାନଙ୍କ କହିବା ମୁତାବକ, ସେମାନଙ୍କୁ ଜେଲ୍‌ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉ ନ ଥିବାରୁ ପ୍ରତିବାଦ କରିଥିଲେ। ଏହାକୁ ନେଇ ଜେଲରଙ୍କ ସହ ଝାମେଲା ହୋଇଥିଲା। ଏହି ସମୟରେ ଜେଲର ମାଡ଼ ମାରି ଜଣଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ସେମାନଙ୍କୁ ଖରାଦିନେ ଟାଣ ଖରାରେ ଓ ବର୍ଷା ଦିନେ ଢ଼ୁ ଢ଼ୁ ବର୍ଷାରେ ଖାଇବାକୁ ଦିଆଯାଉଛି। ଯାହାକୁ ସେମାନେ ପ୍ରତିବାଦ କରିଥିଲେ। ଯାହା ପରେ ଜେଲର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ନିର୍ଯାତନା ସହି ହେଲାନି। ପ୍ରତିବାଦ କରୁଥିବା କଏଦୀଙ୍କ ବିନା ଇଚ୍ଛାରେ ଏବେ ରେଢ଼ାଖୋଲ ଉପଖଣ୍ଡ କାରାଗାର ସେମାନଙ୍କୁ ଆଜି କୌଣସି ନୋଟିସ ନଦେଇ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କ କୌଣସି ଦୋଷ ନ ଥାଇ ଏଭଳି ଦଣ୍ଡ ଦିଆଯାଉଛି।

ତେବେ ଏସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ରେଢ଼ାଖୋଲ ସବଜେଲର ଉପେନ୍ଦ୍ର ଜେନାଙ୍କ ମତାମତ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story