ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର):ସୁବର୍ଣ୍ଣପୁର ଜିଲ୍ଲା ଉପ-କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ଟିକୁ ଅଜଗର ଏବଂ ଘର ବିନିକାର ଚମାରପଡ଼ାରେ। ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବିନିକା ଫାୟାରମ୍ୟାନ୍‌ଙ୍କୁ ହତ୍ୟା ଘଟଣାରେ ସୋନପୁର ଜେଲରେ ସଜା କାଟୁଥିଲେ ଟିକୁ । ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

gbb

gbb

Tapas Behera
  • Published: Sunday, 19 May 2019
  • Updated: 19 May 2019, 05:31 PM IST

Sports

Latest News

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର):ସୁବର୍ଣ୍ଣପୁର ଜିଲ୍ଲା ଉପ-କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ଟିକୁ ଅଜଗର ଏବଂ ଘର ବିନିକାର ଚମାରପଡ଼ାରେ। ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ବିନିକା ଫାୟାରମ୍ୟାନ୍‌ଙ୍କୁ ହତ୍ୟା ଘଟଣାରେ ସୋନପୁର ଜେଲରେ ସଜା କାଟୁଥିଲେ ଟିକୁ । ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos