ପୁଣି ଜଣେ ବିଚାରପତିଙ୍କ ଘରୁ ଚୋରି

ଜଗତସିଂହପୁର: କଟକ ସିଡିଏ ସେକ୍ଟର ୧୧ରେ ଦୁଇଜଣ ଆଇନଜୀବିଙ୍କ ଘରୁ ଚୋରି ପରେ ପୁଣି ଜଣେ ବିଚାରପତିଙ୍କୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ।ଏଥର ଦୁର୍ବୃତ୍ତଙ୍କ ଶିକାର ହୋଇଛନ୍ତି ଭବାନୀପାଟଣା ଜେଏମଏଫସି ଶୋଭନ କାନୁନଗୋ। ବିଚାରପତି କାନୁନଗୋଙ୍କ ଜଗତସିଂହପୁର ଜିଲା ବାଲିକୁଦା ଥାନା କଣିଆ ଗାଁରେ ଥିବା ତାଙ୍କ ପୈତୃକ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ରବିବାର ରାତିରେ ତାଙ୍କ ଘରେ ପଶି ୩୦ ହଜାର ଟଙ୍କା ୧୦ ଭରି ସୁନା ଗହଣା ଚୋରି କରିନେଇଛନ୍ତି। ଏ ନେଇ […]

chori

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 10:48 AM IST

ଜଗତସିଂହପୁର: କଟକ ସିଡିଏ ସେକ୍ଟର ୧୧ରେ ଦୁଇଜଣ ଆଇନଜୀବିଙ୍କ ଘରୁ ଚୋରି ପରେ ପୁଣି ଜଣେ ବିଚାରପତିଙ୍କୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ।ଏଥର ଦୁର୍ବୃତ୍ତଙ୍କ ଶିକାର ହୋଇଛନ୍ତି ଭବାନୀପାଟଣା ଜେଏମଏଫସି ଶୋଭନ କାନୁନଗୋ। ବିଚାରପତି କାନୁନଗୋଙ୍କ ଜଗତସିଂହପୁର ଜିଲା ବାଲିକୁଦା ଥାନା କଣିଆ ଗାଁରେ ଥିବା ତାଙ୍କ ପୈତୃକ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ରବିବାର ରାତିରେ ତାଙ୍କ ଘରେ ପଶି ୩୦ ହଜାର ଟଙ୍କା ୧୦ ଭରି ସୁନା ଗହଣା ଚୋରି କରିନେଇଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story