ପୁରୀ: ଆଜିଠୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା 

ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବ। ମନ୍ଦିର ଭିତରେ ମହାପ୍ରଭୁଙ୍କୁ  ଆଲଟ ଲାଗି, ଚନ୍ଦନ ଲାଗି କରାଯିବ। ଗତକାଲି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଶୃଙ୍ଖଳିତ ଭାବେ ଭଉଁରୀ ଉତ୍ସବ ଅନୁଷ୍ଠିତ ହୋଇଛି। ଚନ୍ଦନ ଯାତ୍ରା ଲାଗି ନରେନ୍ଦ୍ର ପୁଷ୍ପରିଣୀକୁ ରଙ୍ଗୀନ ଆଲୋକମାଳରେ ସଜ୍ଜିତ କରାଯାଇଥିଲା। ଚାପଖେଳ ଦେଖିବା ଲାଗି  ନରେନ୍ଦ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

puri

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 03:39 AM IST

Related story