ପୁରୀ: ଆଜିଠାରୁ ଆରମ୍ଭ ହେବ ବିଗ୍ରହ ନିର୍ମାଣ କାମ

ପୁରୀ:ଶ୍ରୀମନ୍ଦିରରେ ଅନବସର ଗୃହରେ ସେବା ପୂଜା ପାଉଥିବା ଶ୍ରୀଜୀଉଙ୍କ ୧୯ ବର୍ଷର ଲୀଳାଖେଳା ଆଉ ମାତ୍ର ୧୧ ଦିନ। ଏହା ପରେ ଶ୍ରୀବିଗ୍ରହଙ୍କର ହେବ ଘଟ ପରିବର୍ତ୍ତନ। ସେଥିପାଇଁ ଆଜିଠାରୁ ଆରମ୍ଭ ହେବ ବିଗ୍ରହ ନିର୍ମାଣ କାମ। ଦଇତାପତିଙ୍କ ସୂତା ମାପ ପରେ ବିଶ୍ୱକର୍ମାମାନେ ଶ୍ରୀବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ବିଶ୍ୱକର୍ମା ମହାରଣା ମାନେ ପୋଥି ଅନୁଯାୟୀ ଦଇତାପତିଙ୍କ ତତ୍ତ୍ୱବଧାନରେ ବିଗ୍ରହ ନିର୍ମାଣ କରିବେ। ଆଜି ସକାଳେ ଶ୍ରୀନଅରରେ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆକୁ ରାଜଗୁରୁଙ୍କୁ […]

puri1

puri1

Rakesh Mallick
  • Published: Friday, 05 June 2015
  • Updated: 06 June 2015, 03:10 AM IST

ପୁରୀ:ଶ୍ରୀମନ୍ଦିରରେ ଅନବସର ଗୃହରେ ସେବା ପୂଜା ପାଉଥିବା ଶ୍ରୀଜୀଉଙ୍କ ୧୯ ବର୍ଷର ଲୀଳାଖେଳା ଆଉ ମାତ୍ର ୧୧ ଦିନ। ଏହା ପରେ ଶ୍ରୀବିଗ୍ରହଙ୍କର ହେବ ଘଟ ପରିବର୍ତ୍ତନ। ସେଥିପାଇଁ ଆଜିଠାରୁ ଆରମ୍ଭ ହେବ ବିଗ୍ରହ ନିର୍ମାଣ କାମ। ଦଇତାପତିଙ୍କ ସୂତା ମାପ ପରେ ବିଶ୍ୱକର୍ମାମାନେ ଶ୍ରୀବିଗ୍ରହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ବିଶ୍ୱକର୍ମା ମହାରଣା ମାନେ ପୋଥି ଅନୁଯାୟୀ ଦଇତାପତିଙ୍କ ତତ୍ତ୍ୱବଧାନରେ ବିଗ୍ରହ ନିର୍ମାଣ କରିବେ। ଆଜି ସକାଳେ ଶ୍ରୀନଅରରେ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆକୁ ରାଜଗୁରୁଙ୍କୁ ଟେକିବାପରେ ଆଚାର୍ଯ୍ୟ ଓ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରାଯିବ। ଏହାପରେ କୋଇଲି ବୈକୁଣ୍ଠରେ ଯଜ୍ଞ ଆରମ୍ଭ ହେବ। ଏଥିପାଇଁ କୋଇଲି ବୈକୁଣ୍ଠରେ ଅଙ୍କୁରାର୍ପଣ କାର୍ଯ୍ୟ ଶେଷ ହୋଇଛି। ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବର୍ହିବନଯାଗର ସଂସ୍କାର ହୋମ କରି ନୃତ୍ୟ ମଣ୍ଡପରେ ନୃସିଂହ ବିଜେ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story