ପୁରୀ: ବାଲୁକା କଳାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରାୟ ୫ ଟନ୍‌ ବାଲିରେ ନିର୍ମିତ ଏହି କଳାକୁ ତିଆରି କରିବାକୁ ୪ ଘଣ୍ଟା ସମୟ ଲାଗିଥିଲା। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ ଏହି ବାଲୁକା କଳା ତିଆରି କରିଥିଲେ।

puri

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 10:37 AM IST

ପୁରୀ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରାୟ ୫ ଟନ୍‌ ବାଲିରେ ନିର୍ମିତ ଏହି କଳାକୁ ତିଆରି କରିବାକୁ ୪ ଘଣ୍ଟା ସମୟ ଲାଗିଥିଲା।

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ ଏହି ବାଲୁକା କଳା ତିଆରି କରିଥିଲେ।

Related story