ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ନ ଦେବାକୁ ପୁରୀରେ ପୋଷ୍ଟର

ପୁରୀ: ୨୦୧୬ ନିଳାନ୍ଦ୍ରୀ ବିଜେ ବିଶୃଙ୍ଖଳାକୁ ଉଲ୍ଲେଖ କରି ପୁରୀର ବିଭିନ୍ନ ସ୍ଥାନରେ ଶ୍ରୀମନ୍ଦିର ସେବାୟତ ସମ୍ମିଳନୀ ପକ୍ଷରୁ ପୋଷ୍ଟର ମରାଯାଇଛି। ଅଭିମାନଭରା ଏହି ପୋଷ୍ଟରରେ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ନ ଦେବାକୁ ସେବାୟତମାନଙ୍କୁ ଅନୁରୋଧ କରାଯାଇଛି। ଏହାସହ ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ନିଳାଦ୍ରୀ ବିଶୃଙ୍ଖଳାକୁ ଯେପରି ଭାବେ ଚିତ୍ରଣ କରାଗଲା ସେଥିରେ ସେବାୟତମାନଙ୍କ ଗାରିମା କ୍ଷୁର୍ଣ୍ଣ ହୋଇଛି। ଏହାଦ୍ୱାରା ସମଗ୍ର ସେବାୟତ ସମାଜ ବିଶ୍ୱରେ ନିନ୍ଦିତ ହୋଇଛି।

puri

Rakesh Mallick
  • Published: Tuesday, 28 March 2017
  • , Updated: 28 March 2017, 12:24 PM IST

ପୁରୀ: ୨୦୧୬ ନିଳାନ୍ଦ୍ରୀ ବିଜେ ବିଶୃଙ୍ଖଳାକୁ ଉଲ୍ଲେଖ କରି ପୁରୀର ବିଭିନ୍ନ ସ୍ଥାନରେ ଶ୍ରୀମନ୍ଦିର ସେବାୟତ ସମ୍ମିଳନୀ ପକ୍ଷରୁ ପୋଷ୍ଟର ମରାଯାଇଛି। ଅଭିମାନଭରା ଏହି ପୋଷ୍ଟରରେ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ନ ଦେବାକୁ ସେବାୟତମାନଙ୍କୁ ଅନୁରୋଧ କରାଯାଇଛି।

ଏହାସହ ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ନିଳାଦ୍ରୀ ବିଶୃଙ୍ଖଳାକୁ ଯେପରି ଭାବେ ଚିତ୍ରଣ କରାଗଲା ସେଥିରେ ସେବାୟତମାନଙ୍କ ଗାରିମା କ୍ଷୁର୍ଣ୍ଣ ହୋଇଛି। ଏହାଦ୍ୱାରା ସମଗ୍ର ସେବାୟତ ସମାଜ ବିଶ୍ୱରେ ନିନ୍ଦିତ ହୋଇଛି।

Related story