ଅଧିକୃତ ଓ ଅନଧିକୃତ ପ୍ରସଙ୍ଗ: ଛତିଶା ନିଯୋଗ ବୈଠକରେ ହଟ୍ଟଗୋଳ

ପୁରୀ: ପୁରୀରେ ଚାଲିଥିବା ଛତିଶା ନିଯୋଗ ବୈଠକରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ସେବାୟତଙ୍କୁ ଅଧିକୃତ ଓ ଅନଧିକୃତ ଶ୍ରେଣୀରେ ବିଭକ୍ତ ଏବଂ ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗରେ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ଏପରି ହୋଇଛି। ଏପରିକି କିଛି ସମୟ ପାଇଁ ସେବାୟତ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରେ ସ୍ଥିତି ସ୍ୱାଭାବିକ ହେବା ସହ ବୈଠକ ଚାଲିଥିଲା।

puri1

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 10:01 PM IST

Related story