ମହେଶ୍ୱର ମହାନ୍ତିଙ୍କୁ ଗୁଳି ମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ

ପୁରୀ: ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କୁ ଗୁଳିମାଡ଼ ମାମଲା ରାୟ ପ୍ରକାଶ ପାଇଛି। ପୁରୀ ସିଜେଏମ୍‌ କୋର୍ଟ ମାମଲାର ବିଚାର କରି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ  ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବିକ୍ରମ ହରିଚନ୍ଦନ, ସତ୍ୟନାରାୟଣ ପାଣିଗ୍ରାହୀ ଓ ଲୋକନାଥ ମିଶ୍ରଙ୍କୁ ୫ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ହୋଇଛି। ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି କୋର୍ଟ। ୨୦୧୪ ଫେବ୍ରୁଆରୀ ୨୧ରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଗୁଳିମାଡ଼ […]

Maheswara

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 07:07 PM IST

ପୁରୀ: ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କୁ ଗୁଳିମାଡ଼ ମାମଲା ରାୟ ପ୍ରକାଶ ପାଇଛି। ପୁରୀ ସିଜେଏମ୍‌ କୋର୍ଟ ମାମଲାର ବିଚାର କରି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ  ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବିକ୍ରମ ହରିଚନ୍ଦନ, ସତ୍ୟନାରାୟଣ ପାଣିଗ୍ରାହୀ ଓ ଲୋକନାଥ ମିଶ୍ରଙ୍କୁ ୫ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ହୋଇଛି। ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି କୋର୍ଟ।

୨୦୧୪ ଫେବ୍ରୁଆରୀ ୨୧ରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଗୁଳିମାଡ଼ ହୋଇଥିଲା।  ପୁରୀ ଅମଲା କ୍ଲବ ନିକଟରେ ମହେଶ୍ୱରଙ୍କୁ ଗୁଳିମାଡ଼ ହୋଇଥିଲା।

Related story