ପୁରୀ: ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୧ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ନିମବସନ୍ତ ଗାଁରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ମାଡ ହୋଇଥିବା ବେଳେ ୨ଟି ବାଇକକୁ ପୋଡି ଦିଆଯାଇଥିବା ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ସ୍ଥାନୀୟ ଫ।ଣ୍ଡି ଅଧିକାରୀଙ୍କର ବୋଲି ଜଣାପଡ଼ିଛି। ଖବର ପାଇ ପିପିଲି ଏସଡିପିଓ ଜୟନ୍ତ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। […]

puri

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 02:53 PM IST

ପୁରୀ: ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ନିମବସନ୍ତ ଗାଁରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ମାଡ ହୋଇଥିବା ବେଳେ ୨ଟି ବାଇକକୁ ପୋଡି ଦିଆଯାଇଥିବା ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ସ୍ଥାନୀୟ ଫ।ଣ୍ଡି ଅଧିକାରୀଙ୍କର ବୋଲି ଜଣାପଡ଼ିଛି। ଖବର ପାଇ ପିପିଲି ଏସଡିପିଓ ଜୟନ୍ତ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ମାଇକ୍ ବଜାଇବା ସହ ପ୍ରସେସନକୁ ନେଇ ଉତ୍ତେଜନା ହୋଇଥିବା ଏସଡିପିଓ କହିଛନ୍ତି।

Related story