ଆଜିଠୁ ପର୍ଯ୍ୟାୟକ୍ରମେ ବସିବ ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ (ଓଡ଼ିଶା ରିପୋର୍ଟର):   ଆଜିଠୁ ପର୍ଯ୍ୟାୟକ୍ରମେ ବସିବ ଶ୍ରୀମନ୍ଦିର ପ୍ରଶାସନ ବୈଠକ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସ୍ତାବ ସଂପର୍କରେ ବୈଠକରେ ଆଲୋଚନା ହେବ। ବୈଠକରେ ମତାମତ ସଂଗ୍ରହ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ସେବାୟତ ସାମିଲ ହେବେ। ତାଙ୍କ ସହ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ପ୍ରଥମେ ଆଜି ଏବଂ ତାପରେ ୧୨ରୁ ୧୬ ତାରିଖ ଯାଏଁ ପ୍ରତିଦିନ ବିଚାରବିମର୍ଶ କରାଯିବ ବୋଲି ସମୟ […]

Untitled-1

Tapaswini Nayak
  • Published: Friday, 09 October 2020
  • , Updated: 09 October 2020, 07:54 AM IST

ପୁରୀ (ଓଡ଼ିଶା ରିପୋର୍ଟର):   ଆଜିଠୁ ପର୍ଯ୍ୟାୟକ୍ରମେ ବସିବ ଶ୍ରୀମନ୍ଦିର ପ୍ରଶାସନ ବୈଠକ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସ୍ତାବ ସଂପର୍କରେ ବୈଠକରେ ଆଲୋଚନା ହେବ। ବୈଠକରେ ମତାମତ ସଂଗ୍ରହ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ।

ଏଥିରେ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ସେବାୟତ ସାମିଲ ହେବେ। ତାଙ୍କ ସହ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ପ୍ରଥମେ ଆଜି ଏବଂ ତାପରେ ୧୨ରୁ ୧୬ ତାରିଖ ଯାଏଁ ପ୍ରତିଦିନ ବିଚାରବିମର୍ଶ କରାଯିବ ବୋଲି ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ କୋଭିଡ୍ ନିୟମ ଅନୁସାରେ ଭିଡିଓ କନଫରେନସିଂରେ ବୈଠକ ବୋଲି ଜଣାପଡ଼ିଛି।

Related story