ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୪ ଅଟକ!

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକୁ ଚାରି ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରିପାରି ନାହିଁ। ତେବେ ଏହି ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଚର୍ଚ୍ଚା ହେଉଛି। ଅଟକ ଅଭିଯୁକ୍ତଙ୍କ ଭିତରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଆଲୋଚନା ହେଉଛି। ହେଲେ ଏନେଇ ପୁରୀ ପୁଲିସ୍‌ ମୁହଁ ଖୋଲୁନାହିଁ। କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଥିବା ସୂଚନା ମିଳିଛି। […]

Krishna

Krishna

Manoranjan Sial
  • Published: Sunday, 20 March 2022
  • Updated: 20 March 2022, 10:06 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକୁ ଚାରି ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ପୁଲିସ୍‌ କାହାକୁ ଗିରଫ କରିପାରି ନାହିଁ। ତେବେ ଏହି ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଚର୍ଚ୍ଚା ହେଉଛି। ଅଟକ ଅଭିଯୁକ୍ତଙ୍କ ଭିତରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଆଲୋଚନା ହେଉଛି। ହେଲେ ଏନେଇ ପୁରୀ ପୁଲିସ୍‌ ମୁହଁ ଖୋଲୁନାହିଁ। କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଥିବା ସୂଚନା ମିଳିଛି। ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଘଟଣାର ସଂପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ପୁଲିସ୍‌ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ।

ଗତ ବୁଧବାର ସକାଳେ କୃଷ୍ଣ ଓରଫ୍‌ କାଳିଆ ପ୍ରତିହାରୀ ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ତାଙ୍କ ଉପରେ ଫାୟାରିଂ ହୋଇଥିଲା। କାଳିଆ ପ୍ରତିହାରୀଙ୍କ କପାଳରେ ଗୋଟିଏ ଓ ପଞ୍ଜରାରେ ଆଉ ଦୁଇଟି ଗୁଳି ବାଜିଥିଲା। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

କୃଷ୍ଣ ହତ୍ୟା ମାମଲାଟି ହାଇପ୍ରୋଫାଇଲ୍‌ ଘଟଣା ହୋଇଥିବାରୁ ପୁଲିସ୍‌ ଭାବିଚିନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମାମଲାର ଗୁରୁତ୍ୱ ଦେଖି ପୁଲିସ୍‌ ୪ଟି ଟିମ୍‌ ଗଠନ କରିଥିଲା ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ, ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ ଅଞ୍ଚଳ, ଗଞ୍ଜାମ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଅଞ୍ଚଳରେ ଚଢ଼ଉ କରୁଥିଲା। ଅନ୍ୟପକ୍ଷରେ ପୁଲିସ୍‌ ଏସ୍‌ପି କହିଥିଲେ, ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ଖୁବ୍‌ଶୀଘ୍ର ଗିରଫ ହେବ ବୋଲି ପୂର୍ବରୁ ପୁରୀ ଏସ୍‌ପି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story