କୋହିନୁର ହୀରା ପ୍ରସଙ୍ଗରେ ବ୍ରିଟେନ ରାଣୀ କିଛି କରିପାରିବେ ନାହିଁ

ପୁରୀ: କୋହିନୁର ହୀରା ପ୍ରସଙ୍ଗରେ ବ୍ରିଟେନ୍‌ ରାଣୀ କୌଣସି ପଦକ୍ଷେପ ନେଇପାରିବେ ନାହିଁ ବୋଲି ପୁରୀ ଶ୍ରୀଜଗନ୍ନାଥ ସେନାକୁ ଚିଠି ଆସିଛି। ଏ ପ୍ରସଙ୍ଗରେ ଲଣ୍ଡନ ସରକାରଙ୍କ ସହାୟତା ନେବା ପାଇଁ ପରାମର୍ଶ ଦେଇଛନ୍ତି ବ୍ରଟେନ୍‌ ରାଣୀଙ୍କ ସହ ସଂଯୋଜକ ମିସ୍‌ ଜେନି ରିନେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପଞ୍ଜାବର ରାଜା କୋହିନୁର ହୀରା ଅର୍ପଣ କରିଥିଲେ। ଏ ସମ୍ପର୍କରେ ପ୍ରମାଣ ମିଳିବା ପରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବ୍ରିଟେନ୍‌ ରାଣୀଙ୍କୁ ଚିଠି ଲେଖାଯାଇଥିଲା। ଚିଠିର ଉତ୍ତର ଆସିବା […]

kohinoor-heera

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 10:53 PM IST

ପୁରୀ: କୋହିନୁର ହୀରା ପ୍ରସଙ୍ଗରେ ବ୍ରିଟେନ୍‌ ରାଣୀ କୌଣସି ପଦକ୍ଷେପ ନେଇପାରିବେ ନାହିଁ ବୋଲି ପୁରୀ ଶ୍ରୀଜଗନ୍ନାଥ ସେନାକୁ ଚିଠି ଆସିଛି। ଏ ପ୍ରସଙ୍ଗରେ ଲଣ୍ଡନ ସରକାରଙ୍କ ସହାୟତା ନେବା ପାଇଁ ପରାମର୍ଶ ଦେଇଛନ୍ତି ବ୍ରଟେନ୍‌ ରାଣୀଙ୍କ ସହ ସଂଯୋଜକ ମିସ୍‌ ଜେନି ରିନେ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପଞ୍ଜାବର ରାଜା କୋହିନୁର ହୀରା ଅର୍ପଣ କରିଥିଲେ। ଏ ସମ୍ପର୍କରେ ପ୍ରମାଣ ମିଳିବା ପରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବ୍ରିଟେନ୍‌ ରାଣୀଙ୍କୁ ଚିଠି ଲେଖାଯାଇଥିଲା। ଚିଠିର ଉତ୍ତର ଆସିବା ପରେ ସେନା ପକ୍ଷରୁ ଏ ନେଇ ଭାରତ ସରକାରଙ୍କୁ ଅବଗତ କରାଇବୁ। ଆବଶ୍ୟକ ପଡ଼ିଲେ ଲଣ୍ଡନ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

Related story