ପୁରୀ: ଜାନୁୟାରୀ ୫ରୁ ଆରମ୍ଭ ହେବ ଗ୍ଲୋରୀଫେଷ୍ଟ

ପୁରୀ: ପୁରୀରେ ଆସନ୍ତା ଜାନୁୟାରୀ ୫ତାରିଖରୁ ଆରମ୍ଭ ହେବ ଗ୍ଲୋରୀଫେଷ୍ଟ। ଏଥିରେ ରାଜ୍ୟର ୫୫୦ଜଣ ଯୁବକଯୁବତୀ ଯୋଗଦେବେ। ବକ୍ତୃତା, କୁଇଜ, ଶାସ୍ତ୍ରୀୟ ସଂଗୀତ, ବାଦ୍ୟଯନ୍ତ୍ର, ରେକର୍ଡ ନୃତ୍ୟ ଆଦି ୧୯ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ତା’ସହ ୨୦୧୬ର ଗ୍ଲୋରୀ କୁଇନ୍ ପୁରସ୍କାର ଘୋଷଣା କରାଯିବ। ଏହାସହ ସଦାଶିବ କ୍ୟାମ୍ପସ ପରିସରରେ ୩ଦିନ ଧରି ଯୁବକମାନଙ୍କୁ ନେଇ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏବର୍ଷ ୨ଦିନ ଧରି ପୁରୀ ବେଳାଭୂମିରେ ଉତ୍ସବ ଅନୁଷ୍ଠିତ ହେବ।  

puri

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 02:10 AM IST

ପୁରୀ: ପୁରୀରେ ଆସନ୍ତା ଜାନୁୟାରୀ ୫ତାରିଖରୁ ଆରମ୍ଭ ହେବ ଗ୍ଲୋରୀଫେଷ୍ଟ। ଏଥିରେ ରାଜ୍ୟର ୫୫୦ଜଣ ଯୁବକଯୁବତୀ ଯୋଗଦେବେ। ବକ୍ତୃତା, କୁଇଜ, ଶାସ୍ତ୍ରୀୟ ସଂଗୀତ, ବାଦ୍ୟଯନ୍ତ୍ର, ରେକର୍ଡ ନୃତ୍ୟ ଆଦି ୧୯ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ତା'ସହ ୨୦୧୬ର ଗ୍ଲୋରୀ କୁଇନ୍ ପୁରସ୍କାର ଘୋଷଣା କରାଯିବ। ଏହାସହ ସଦାଶିବ କ୍ୟାମ୍ପସ ପରିସରରେ ୩ଦିନ ଧରି ଯୁବକମାନଙ୍କୁ ନେଇ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏବର୍ଷ ୨ଦିନ ଧରି ପୁରୀ ବେଳାଭୂମିରେ ଉତ୍ସବ ଅନୁଷ୍ଠିତ ହେବ।

 

Related story