ପୁରୀ: ଯାତ୍ରୀ ଦର୍ଶନକୁ ନେଇ ସେବାୟତ ଓ ଗୁମାସ୍ତାଙ୍କ ମଧ୍ୟରେ ମାରପିଟ୍

ପୁରୀ: ଶ୍ରୀମନ୍ଦିର ସାତପାହାଚ ନିକଟରେ ଯାତ୍ରୀଙ୍କ ଦର୍ଶନକୁ ନେଇ ରବିବାର ସେବାୟତ ଓ ଯାତ୍ରୀ ଗୁମାସ୍ତାଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଆଜି ସକାଳେ ସମ୍ୱଲପୁରରୁ ଆସିଥିବା ଯାତ୍ରୀଙ୍କୁ ନେଇ ଜଣେ ସେବାୟତ ଦର୍ଶନ ପାଇଁ ନେଉଥିବା ବେଳେ ଗୁମାସ୍ତା ମଧୁସୂଦନ ପଣ୍ଡା ତାଙ୍କୁ ଅଟକାଇ ଥିଲେ। ଉକ୍ତ ଶ୍ରଦ୍ଧାଳୁମାନେ ତାଙ୍କର ସେ ଦାବି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ମଧୁସୂଦନଙ୍କ ମୁହଁରେ ଆଘାତ ଲାଗିଥିବାରୁ ସେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ […]

puri temple

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 09:57 AM IST

ପୁରୀ: ଶ୍ରୀମନ୍ଦିର ସାତପାହାଚ ନିକଟରେ ଯାତ୍ରୀଙ୍କ ଦର୍ଶନକୁ ନେଇ ରବିବାର ସେବାୟତ ଓ ଯାତ୍ରୀ ଗୁମାସ୍ତାଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଆଜି ସକାଳେ ସମ୍ୱଲପୁରରୁ ଆସିଥିବା ଯାତ୍ରୀଙ୍କୁ ନେଇ ଜଣେ ସେବାୟତ ଦର୍ଶନ ପାଇଁ ନେଉଥିବା ବେଳେ ଗୁମାସ୍ତା ମଧୁସୂଦନ ପଣ୍ଡା ତାଙ୍କୁ ଅଟକାଇ ଥିଲେ। ଉକ୍ତ ଶ୍ରଦ୍ଧାଳୁମାନେ ତାଙ୍କର ସେ ଦାବି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ମଧୁସୂଦନଙ୍କ ମୁହଁରେ ଆଘାତ ଲାଗିଥିବାରୁ ସେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ସେବାୟତଙ୍କ ସମ୍ପର୍କୀୟ ଭାଇମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ମଧୁସୂଦନ ଅଭିଯୋଗ କରିଛନ୍ତି।

Related story