ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ଅପରାହ୍ନ ୩ଟା ୩୦ରୁ ରାତି ପ୍ରାୟ ୮ଟା ଯାଏଁ ଦର୍ଶନ ବନ୍ଦ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 09:48 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ&nbsp; ଅପରାହ୍ନ ୩ଟା ୩୦ରୁ&nbsp; ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯାଇଥାଏ।</p>

Related story