ଆଜି ମହାପ୍ରଭୁଙ୍କ ଘସା କପଡ଼ା ଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ(ମଧୁସୂଦନ ମିଶ୍ର): ଆଜି ମହାପ୍ରଭୁଙ୍କ ଘସା କପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଲାଗି ହେବ ଘସା କପଡ଼ା ଲାଗି ନୀତି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ରାତି ୯ଟା ପରେ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ହୋଇଥାଏ। ଦଇତାପତି ସେବାୟତ ଏହି ନୀତି ସମ୍ପାଦନ କରିବେ ।

jaggannath-temple

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 08:14 AM IST

ପୁରୀ(ମଧୁସୂଦନ ମିଶ୍ର): ଆଜି ମହାପ୍ରଭୁଙ୍କ ଘସା କପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଲାଗି ହେବ ଘସା କପଡ଼ା ଲାଗି ନୀତି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ରାତି ୯ଟା ପରେ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ହୋଇଥାଏ। ଦଇତାପତି ସେବାୟତ ଏହି ନୀତି ସମ୍ପାଦନ କରିବେ ।

Related story