ପୁରୀରେ ପ୍ରବୀଣ ତୋଗାଡିଆ

ଭୁବନେଶ୍ୱର: ବିଶ୍ୱହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣଭାଇ ତୋଗାଡିଆ ଆଜି ଓଡିଶା ଆସିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ଅଭିମୁଖେ ଯାଇଥିଲେ।  ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀରେ ହେବାକୁ ଥିବା ଏକ ସାଧୁସନ୍ଥ ସମ୍ମିଳନୀରେ ଯୋଗ ଦେଇଥିଲେ।  ସେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ରାତ୍ରୀଯାପନ କରିବା ସହ ଆସନ୍ତାକାଲି ଓଡିଶା ଛାଡିବାର କାର୍ଯ୍ୟକ୍ରମ ରହିଛି।

VHP-leader

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 10:37 AM IST

Related story