ରାବଣ ପୋଡି ସମୟରେ ବାଣୀବିହାର-ରୁପାଲି ରାସ୍ତା ସିଲ୍‌ ହେବ

ଭୁବନେଶ୍ୱର: ଆଜି ହେଉଛି ରାବଣ ପୋଡି। ଏହି ସମୟରେ ବାଣୀବିହାର-ରୁପାଲି ରାସ୍ତା ସିଲ୍‌ କରାଯିବ। ସନ୍ଧ୍ୟା ୭ଟା ସୁଦ୍ଧା ରାବଣ ପୋଡି ସାରିବାକୁ ନୟାପଲ୍ଲୀ ଓ ସହିଦ୍‌ନଗର ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଏନ୍‌ଏଚ୍‌ରେ କଟକରୁ ଖୋର୍ଦ୍ଧା ଯାଉଥିବା ଗାଡ଼ି ଗୁଡ଼ିକ ଜୟଦେବ ବିହାରରୁ ପାୱାର ହାଉସ୍‌ ଦେଇ ସିଆରପି ଯିବେ। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

bbsr

Rakesh Mallick
  • Published: Tuesday, 11 October 2016
  • , Updated: 11 October 2016, 08:07 PM IST

ଭୁବନେଶ୍ୱର: ଆଜି ହେଉଛି ରାବଣ ପୋଡି। ଏହି ସମୟରେ ବାଣୀବିହାର-ରୁପାଲି ରାସ୍ତା ସିଲ୍‌ କରାଯିବ। ସନ୍ଧ୍ୟା ୭ଟା ସୁଦ୍ଧା ରାବଣ ପୋଡି ସାରିବାକୁ ନୟାପଲ୍ଲୀ ଓ ସହିଦ୍‌ନଗର ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଏନ୍‌ଏଚ୍‌ରେ କଟକରୁ ଖୋର୍ଦ୍ଧା ଯାଉଥିବା ଗାଡ଼ି ଗୁଡ଼ିକ ଜୟଦେବ ବିହାରରୁ ପାୱାର ହାଉସ୍‌ ଦେଇ ସିଆରପି ଯିବେ।

କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related story