କେନ୍ଦ୍ରାପଡ଼ାରେ ବିଭିନ୍ନ ହୋଟେଲ ଓ ଲଜରେ ଚଢ଼ଉ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ଉ ହେଉଛି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି-“୧୫ରୁ ୨୦ ପ୍ରତିଶତ ରୁମ୍‌ରେ ଲୋକ ଅଛନ୍ତି। ଅଧିକାଂଶ ରୁମ୍‌ରେ ତାଲା ପଡ଼ିଛି। ସେହି ରୁମ୍‌ […]

hotel

Manoranjan Sial
  • Published: Sunday, 28 April 2019
  • , Updated: 28 April 2019, 10:28 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ଉ ହେଉଛି।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି-“୧୫ରୁ ୨୦ ପ୍ରତିଶତ ରୁମ୍‌ରେ ଲୋକ ଅଛନ୍ତି। ଅଧିକାଂଶ ରୁମ୍‌ରେ ତାଲା ପଡ଼ିଛି। ସେହି ରୁମ୍‌ ଗୁଡ଼ିକୁ ଖୋଲି ଦେଖିଲୁ। ପରବର୍ତ୍ତୀ ସମୟରେ ସେମିତି କିଛି ସୂଚନା ମିଳିଲେ ରାତିରେ ପୁଣି ଚଢ଼ଉ ହେବ।”

Related story