ପିଇବା ପାଣି ନେଇ ଯାଉଛି ରେଲୱେ ଠିକାଦାର!

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପିଇବା ପାଣି ନେଇଯାଉଛି ରେଲୱେ ଠିକାଦାର! ଯେଉଁଥିପାଇଁ ଶୀତ ଋତୁରେ ଦେଖାଦେଇଛି ଜଳ ସଙ୍କଟ। ତାହା ପୁଣି ସହର ଭିତରେ। ଏମିତି ଚିତ୍ର ଆସିଛି ବଲାଙ୍ଗିର ଟାଉନ୍‌ରୁ। ପିଏଚ୍‌ଡି ବିଭାଗର ଜାଣତରେ ରେଲୱେ ଠିକାଦାର ସମସ୍ତଙ୍କ ସମ୍ମୁଖରେ ପାଣି ଚୋରି କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ପୂରା ଘଟଣାଟି ଏମିତି। ବଲାଙ୍ଗିର ଟାଉନ୍‌ରେ ରହିଛି ନନ୍ଦିନୀ ନଗର। କଦମ୍ୱପଡା ରେଲୱେ ଫାଟକ ନିକଟରେ ରହିଛି ଏହି ପଡା। ଏଠାରେ ନଳକୂପ ନାହିଁ। ତେଣୁ […]

Balangir

Balangir

Manoranjan Sial
  • Published: Saturday, 04 December 2021
  • Updated: 04 December 2021, 04:29 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପିଇବା ପାଣି ନେଇଯାଉଛି ରେଲୱେ ଠିକାଦାର! ଯେଉଁଥିପାଇଁ ଶୀତ ଋତୁରେ ଦେଖାଦେଇଛି ଜଳ ସଙ୍କଟ। ତାହା ପୁଣି ସହର ଭିତରେ। ଏମିତି ଚିତ୍ର ଆସିଛି ବଲାଙ୍ଗିର ଟାଉନ୍‌ରୁ। ପିଏଚ୍‌ଡି ବିଭାଗର ଜାଣତରେ ରେଲୱେ ଠିକାଦାର ସମସ୍ତଙ୍କ ସମ୍ମୁଖରେ ପାଣି ଚୋରି କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।

ପୂରା ଘଟଣାଟି ଏମିତି। ବଲାଙ୍ଗିର ଟାଉନ୍‌ରେ ରହିଛି ନନ୍ଦିନୀ ନଗର। କଦମ୍ୱପଡା ରେଲୱେ ଫାଟକ ନିକଟରେ ରହିଛି ଏହି ପଡା। ଏଠାରେ ନଳକୂପ ନାହିଁ। ତେଣୁ ସାହି ଲୋକେ ପିଏଚ୍‌ଡି ପାଣିକୁ ଚାତକ ପକ୍ଷୀ ପରି ଚାହିଁ ରହିଥାଆନ୍ତି। ହେଲେ ଗତ ୧୫ ଦିନ ହେଲା ଏହି ସାହିରେ ଘୋର ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏନେଇ ପିଏଚ୍‌ଡି ବିଭାଗ ପାଖରେ ସାହି ଲୋକ ବାରମ୍ୱାର ଗୁହାରି କରୁଛନ୍ତି। ମାତ୍ର ପିଏଚ୍‌ଡି ବିଭାଗ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ସାହି ଲୋକେ ଅଭିଯୋଗ କରିଛନ୍ତି। ସେପଟେ ପାଣି ମୁନ୍ଦାଏ ପାଇଁ ମହିଳାମାନେ ବିପଦ ସଙ୍କୁଳ ଅବସ୍ଥାରେ ଟ୍ରେନ୍‌ ଟ୍ରାକ୍‌ରେ ଯାଉଥିବା ଦେଖିବାକୁ ମିଳିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଶୀତ ଋତୁରେ ହଠାତ୍‌ କାହିଁକି ଦେଖାଦେଲା ପାନୀୟ ଜଳ ସଙ୍କଟ? ଏହା ଉତ୍ତର ଅତି ଶରଳ। ନନ୍ଦିନୀ ନଗରକୁ ଯାଇଥିବା ପିଏଚ୍‌ଡି ପାଇପ୍‌ଟି କଦମ୍ୱପଡ଼ା ରେଲୱେ ନିକଟରେ ଫାଟା ଯାଇଛି। ତେବେ କିଏ ଫଟାଇଛି, ତାହା ଜଣାପଡ଼ି ନାହିଁ। ସାହି ଲୋକେ ଅଭିଯୋଗ କରିଛନ୍ତି, ପିଏଚ୍‌ଡିର ଜାଣତରେ ରେଲୱେ ଠିକାଦାର ପାଇପ୍‌ ଫଟାଇଛି। ସେଥିପାଇଁ ମରାମତି କରାଯାଉ ନାହିଁ।

ଫଟା ପାଇପ୍‌ରୁ ପାଣି ଲିକ୍‌ ହୋଇ ସେଠାରେ ଜମି ରହୁଛି। ଏହାର ଫାଇଦା ଉଠାଉଛି ରେଳୱେ ଠିକାଦାର। ଠିକାଦାର ଜଣକ ମୋଟର ଲଗାଇ ସେଠାରୁ ପାଣି ଉଠାଇ ବ୍ରିଜ୍‌ ନିର୍ମାଣ କାମରେ ଲଗାଉଛି। ପିଏଚ୍‌ଡି ବିଭାଗର ଜାଣତରେ ରେଲୱେ ଠିକାଦାର ଏହି ପାଣିକୁ ନେଇ ନିର୍ମାଣ କାମରେ ବ୍ୟବହାର କରୁଥିବା ଗାଁ ଲୋକେ ଅଭିଯୋଗ ହୋଇଛି।

ପିଏଚ୍‌ଡି ଓ ରେଲୱେ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଆଣି ଆଜି ନନ୍ଦିନୀ ନଗରବାସୀ ପିଏଚ୍‌ଡି ଏସ୍‌ଡିଓ ଅଫିସ୍‌ ଘେରାଉ କରିଥିଲେ। ଶତାଧିକ ମହିଳା ଓ ପୁରୁଷ ଏସ୍‌ଡିଓ ଅଫିସ୍‌ ଘେରାଉ କରିଥିଲେ। ଟିମ୍‌ ପଠାଇ ଫାଟି ଯାଇଥିବା ପାଇପ୍‌ ମରାମତି କରାଯିବ ବୋଲି ଗାଁ ଲୋକଙ୍କୁ ଏସ୍‌ଡିଓ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଗାଁ ଲୋକେ ଫେରିଥିଲେ। ଆଜି ବୋଧହୁଏ ଫାଟିଥିବା ପାଇପ୍‌ ମରାମତି ହୋଇଯିବ ବୋଲି ଗାଁ ଲୋକେ ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story