କାଳବୈଶାଖୀ ବର୍ଷା: ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବି ଅଛି କାଳବୈଶାଖୀ ବର୍ଷା। ଏଥିପାଇଁ ୧୧ଟି ଜିଲ୍ଲାକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ଗଂଜାମ, ମୟୂରଭଂଜ, ଗଜପତି, କନ୍ଧମାଳ, ସୁବର୍ଣ୍ଣପୁର ଓ ବୌଦ୍ଧ।

storm

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 06:06 PM IST

Related story