ଆଣ୍ଠୁଏ ପାଣିରେ ପ୍ୟାରେଡ କଲେ ପୁଲିସ କର୍ମୀ

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 02:50 PM IST
<p>ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପ୍ୟାରେଡରେ ବାଧକ ସାଜିଛି ବର୍ଷା । ଆଣ୍ଠୁଏ ଉଚ୍ଚର ପାଣିରେ ପ୍ୟାରେଡ କରିଛନ୍ତି ପୁଲିସ୍&zwnj; କର୍ମୀ। &zwnj;ଏହି ଘଟଣା ଘଟିଛି ନବରଙ୍ଗପୁର ସହରରେ।</p> <p>ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ୟାରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣିରେ ପୁଲିସ କର୍ମୀ ପ୍ୟାରେଡ କରିଥିଲେ। ପୁଲିସ୍&zwnj; କର୍ମୀଙ୍କ ସହ ପ୍ୟାରେଡରେ ସାମିଲ ହୋଇଥିବା ଅନ୍ୟ ଅଧିକାରୀ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ।</p> <p>ପୁଲିସ ବ୍ୟାଣ୍ଡ ସହ ସମସ୍ତେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପ୍ୟାରେଡ କରିଥିଲେ।</p>

Related story