ଭାସିଲା ପୁରୀ ସହର; ବଡ଼ଦାଣ୍ଡ, ଶରଧାବାଲି ଜଳାର୍ଣ୍ଣବ

Ordigital Desk
  • Published: Saturday, 21 July 2018
  • , Updated: 21 July 2018, 09:25 AM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳାର୍ଣ୍ଣବ ହୋଇଯାଇଥିଲା ବେଳେ ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବର୍ଷା ଯୋଗୁ ପୁରୀ ସହରର ବିଭିନ୍ନ ସାହି ଓ ଗଳିରେ ପାଣି ବହୁଛି। ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି।</p> <p>&lt;a href=&quot;&quot;&gt;(image) &lt;/a&gt;</p> <p>ବଡ଼ଦାଣ୍ଡ ଓ ଶରଧାବାଲି ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ସହରର ଅନେକ ଦୋକାନରେ ପାଣି ପଶିଯାଇଛି। ଏଭଳି ସ୍ଥିତି ଯୋଗୁ ଲୋକେ ଭାରି ହଇରାଣ ହେଉଛନ୍ତି।</p> <p>ଦେଖନ୍ତୁ ଭିଡିଓ</p>

Related story