ସ୍ଥଳଭାଗ ଛୁଇଁ ଦୁର୍ବଳ ହେଉଛି ଲଘୁଚାପ; କମିବ ବର୍ଷା

Ordigital Desk
  • Published: Friday, 17 November 2017
  • , Updated: 17 November 2017, 07:49 AM IST
<p>ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସ୍ଥଳଭାଗ ଛୁଇଁ କ୍ରମଶ ଦୁର୍ବଳ ହେଉଛି। ଫଳରେ ରାଜ୍ୟର ବର୍ଷାର ପରିମାଣ କମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଉପକୂଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାନେଇ ସମ୍ଭାବନା ରହିଛି। ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।</p>

Related story