ଆଜିଠାରୁ ପାରୋଲରେ ଯିବେ ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ମାଆଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ରାଜା ଆଚାର୍ଯ୍ୟ ଆଜିଠାରୁ ପାରୋଲରେ ଯିବେ।ଏଥିପାଇଁ ହାଇକୋର୍ଟ ରାଜାଙ୍କୁ ଅନୁମତି ଦେଇଛନ୍ତି। ପୂର୍ବରୁ ରାଜା ତାଙ୍କ ମାଆଙ୍କ ମୃତ୍ୟୁ ସମୟରେ ପାରୋଲରେ ଯାଇଥିଲେ। ୨୦୦୮ରେ ଜୁଡ଼ୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଜା ଜେଲରେ ଅଛନ୍ତି। ୨୦୧୦ରେ ଭୁବନେଶ୍ୱର ଫାଷ୍ଟଟ୍ରାକ୍ କୋର୍ଟ ରାଜାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

Raja

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 04:54 AM IST

ଭୁବନେଶ୍ୱର: ମାଆଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ରାଜା ଆଚାର୍ଯ୍ୟ ଆଜିଠାରୁ ପାରୋଲରେ ଯିବେ।ଏଥିପାଇଁ ହାଇକୋର୍ଟ ରାଜାଙ୍କୁ ଅନୁମତି ଦେଇଛନ୍ତି।

ପୂର୍ବରୁ ରାଜା ତାଙ୍କ ମାଆଙ୍କ ମୃତ୍ୟୁ ସମୟରେ ପାରୋଲରେ ଯାଇଥିଲେ। ୨୦୦୮ରେ ଜୁଡ଼ୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଜା ଜେଲରେ ଅଛନ୍ତି। ୨୦୧୦ରେ ଭୁବନେଶ୍ୱର ଫାଷ୍ଟଟ୍ରାକ୍ କୋର୍ଟ ରାଜାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

Related story