ଆଜି ଶେଷ ରଜ, ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠାରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳି ଓ ବାଗୁଡି ଖେଳରେ ମସଗୁଲ ହୋଇ ଧୁମଧାମ୍‌ରେ ଚାଲିଛି ରଜ ଉତ୍ସବ ପାଳନ। ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ସଜେଇ ଝିଅମାନେ ରଜ […]

bbsr

bbsr

Jyoshna Pradhan
  • Published: Sunday, 16 June 2019
  • Updated: 16 June 2019, 07:41 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠାରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳି ଓ ବାଗୁଡି ଖେଳରେ ମସଗୁଲ ହୋଇ ଧୁମଧାମ୍‌ରେ ଚାଲିଛି ରଜ ଉତ୍ସବ ପାଳନ।

pitha

ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ସଜେଇ ଝିଅମାନେ ରଜ ଦୋଳି ପାଖରେ ଏକାଠି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story