ରାଜେନ୍ଦ୍ର ପ୍ରସାଦ ଦାସ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ  ରାଜେନ୍ଦ୍ର ପ୍ରସାଦ  ଦାସ ନୂଆ କୂଳପତି ହୋଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି  ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜେନ୍ଦ୍ର ଏବେ ରାୟପୁରସ୍ଥିତ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି।

bbb

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 06:32 PM IST

Related story