ରଜନୀକାନ୍ତଙ୍କ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ। ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍‌ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। […]

sa

sa

Manoranjan Sial
  • Published: Wednesday, 05 December 2018
  • Updated: 05 December 2018, 08:34 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ।

ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍‌ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। ଆଉ ଏହି ଗୀତ ହେବ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗ୍ରେଟେଷ୍ଟ ଟ୍ରିବ୍ୟୁଟ୍‌। ୟୁ ଟ୍ୟୁବ୍‌ରୁ ଦକ୍ଷିଣକାଳୀ ସିଂହ ବାଜା ଟିମ୍‌ର ଏହି ମନଛୁଆଁ ଧୁନ୍‌କୁ ଶୁଣିବା ପରେ ଫିଲ୍ମର ସଂଗୀତ ନିର୍ଦ୍ଦେଶକଙ୍କ ପକ୍ଷରୁ ଆସିଥିଲା ନିମନ୍ତ୍ରଣ। ପରେ ପୂରା ଟିମ୍‌ ଚେନ୍ନାଇ ଯାଇ ଗୀତର ରେକର୍ଡିଂ କରିଥିଲେ ରିବାସ ନାୟକ ଓ ତାଙ୍କ ସାଥୀ।

ଏହି ଧୁନର ଭିଡିଓ ରିଲିଜ ହେବା ପରେ ଦର୍ଶକଙ୍କ ରେସପନ୍ସ ବଢ଼ିଆ ହୋଇଥିବା ବେଳେ ତାମିଲ ଓ ପଶ୍ଚିମ ଓଡ଼ିଶାର ସଂସ୍କୃତିର ଏକ ବଡ଼ ମିଶ୍ରଣ ଦେଖିବାକୁ ମିଳିବ ସିଲ୍‌ଭର୍‌ ସ୍କ୍ରିନ୍‌ରେ। ‘ପେଟ୍ଟା’ରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତ୍ରିସା ଓ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ନଜର ଆସିବେ। ଆସନ୍ତା ଜାନୁୟାରୀ ୧୧ ତାରିଖରେ ରିଲିଜ ହେବ ଏହି ତାମିଲ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story