ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ଭୁବନେଶ୍ୱର/ଅନୁଗୋଳ/ବଲାଙ୍ଗିର/ସୁବର୍ଣ୍ଣପୁର/: ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ଧୂମଧାମରେ ପାଳନ ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ନାଲକୋ ନଗରରୀରେ ଆକର୍ଷଣୀୟ ପୂଜା ମଣ୍ଡପ ସବୁ ଶୋଭା ପାଉଛି। ସହରରେ ଏ ବର୍ଷ ପ୍ରାୟ ୨୦ରୁ ଅଧିକ ପୂଜା ମଣ୍ଡପରେ ବିଶ୍ୱକର୍ମାଙ୍କୁ ଆରାଧନା କରଯାଉଛି। ପୂଜାରେ ଶ୍ରଦ୍ଧାଳୁମାନେ ଯେଭଳି ଶାନ୍ତିପୂର୍ଣ୍ଣ ଦର୍ଶନ ସହ ବୁଲାବୁଲି କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା […]

biswa

biswa

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 09:17 AM IST

Sports

Latest News

ଭୁବନେଶ୍ୱର/ଅନୁଗୋଳ/ବଲାଙ୍ଗିର/ସୁବର୍ଣ୍ଣପୁର/: ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ଧୂମଧାମରେ ପାଳନ ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ନାଲକୋ ନଗରରୀରେ ଆକର୍ଷଣୀୟ ପୂଜା ମଣ୍ଡପ ସବୁ ଶୋଭା ପାଉଛି। ସହରରେ ଏ ବର୍ଷ ପ୍ରାୟ ୨୦ରୁ ଅଧିକ ପୂଜା ମଣ୍ଡପରେ ବିଶ୍ୱକର୍ମାଙ୍କୁ ଆରାଧନା କରଯାଉଛି। ପୂଜାରେ ଶ୍ରଦ୍ଧାଳୁମାନେ ଯେଭଳି ଶାନ୍ତିପୂର୍ଣ୍ଣ ଦର୍ଶନ ସହ ବୁଲାବୁଲି କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ବିଶେଷ କରି ଟ୍ରକ୍ ମାଲିକ ସଂଘ ଓ ଘରୋଇ ବସ୍ ମାଲିକ ସଂଘ ଦ୍ୱାରା ବହୁ ଆଡମ୍ୱର ଅନୁଷ୍ଠିତ ହେଉଛି ପୂଜା। ଏହା ସହିତ ସହରର ଗ୍ୟାରେଜ୍, ଲୁହା ଦୋକାନ, ବିଭିନ୍ନ ଯନ୍ତ୍ରପାତି ଦୋକାନ ଗୁଡିକରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ବିଶ୍ୱକର୍ମା ପୂଜା। ସୋନପୁର ଜିଲ୍ଲା ସମସ୍ତ ବସଷ୍ଟାଣ୍ଡ,ଗ୍ରୀଡେଷ୍ଟସନ ଓ ସବେଷ୍ଟସନ ସମେତ ସହରର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହେଉଛି। ଏନେଇ ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଡେକୋରେସନ ଓ ଆଲୋକସଜାର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ସବୁ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ରିତିନୀତି ଅନୁସାର ଆରମ୍ଭ ହୋଇଛି।

ଭୁବନେଶ୍ୱରରେ ମଧ୍ୟ ମହା ସମାରୋହରେ ପାଳିତ ହେଉଛି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆରାଧନା ପାଇଁ ସବୁଠି ଉତ୍ସବର ମାହୋଲ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story