ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ଦଳ ନେତା, ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ନେଇ କଲେ ଆଲୋଚନା

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା, ମରୁଡ଼ି ଓ ଅନାହାର ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟପାଳ ଏସସି ଜମିରଙ୍କୁ ଭେଟିଛନ୍ତି ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଜି ସକାଳେ ନରସିଂହ ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ଏ ନେଇ ଆଲୋଚନା କରିଥିବା ଜଣାପଡିଛି। ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ବିରୋଧୀ ଦଳ ନେତା ନରସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Nursingha

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 08:16 AM IST

Related story