ରାଜ୍ୟପାଳ ଓଡିଶା କ୍ୟାଥେଲିକ୍ ହେଲଥ ଆସୋସିଏଶନ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦଘାଟନ କଲେ

ସମ୍ବଲପୁର: ଆଜି ଜାଭିୟର ୟୁନିଭରସିଟି ଅଫ ଭୁବନେଶ୍ୱର ପରିସରରେ ଆୟୋଜିତ ଓଡିଶା କ୍ୟାଥେଲିକ ହେଲଥ ଆସୋସିଏଶନର ୩୦ତମ ସମ୍ମିଳନୀକୁ ରାଜ୍ୟପାଳ ଏସ.ସି. ଜମିର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ହେଲଥ ଆସୋସିଏଶନ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ଟମି ଥୋମାସ୍, ବିଶପ୍ ସାଇମନ୍ କାଇପୁରମ୍ ଏବଂ ଆଡିସନାଲ ଡାଇରେକ୍ଟର ଅଫ ହେଲଥ ବିକ୍ରମ କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଜମିରଙ୍କୁ ସ୍ମୃତି ସ୍ମାରକ ପ୍ରଦାନ କରାଯାଇଥିଲା ।

_DSC5898

_DSC5898

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 06:22 PM IST

Sports

Latest News

ସମ୍ବଲପୁର: ଆଜି ଜାଭିୟର ୟୁନିଭରସିଟି ଅଫ ଭୁବନେଶ୍ୱର ପରିସରରେ ଆୟୋଜିତ ଓଡିଶା କ୍ୟାଥେଲିକ ହେଲଥ ଆସୋସିଏଶନର ୩୦ତମ ସମ୍ମିଳନୀକୁ ରାଜ୍ୟପାଳ ଏସ.ସି. ଜମିର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ହେଲଥ ଆସୋସିଏଶନ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ଟମି ଥୋମାସ୍, ବିଶପ୍ ସାଇମନ୍ କାଇପୁରମ୍ ଏବଂ ଆଡିସନାଲ ଡାଇରେକ୍ଟର ଅଫ ହେଲଥ ବିକ୍ରମ କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଜମିରଙ୍କୁ ସ୍ମୃତି ସ୍ମାରକ ପ୍ରଦାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos