ରାଜ୍ୟପାଳ ଓଡିଶା କ୍ୟାଥେଲିକ୍ ହେଲଥ ଆସୋସିଏଶନ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦଘାଟନ କଲେ

ସମ୍ବଲପୁର: ଆଜି ଜାଭିୟର ୟୁନିଭରସିଟି ଅଫ ଭୁବନେଶ୍ୱର ପରିସରରେ ଆୟୋଜିତ ଓଡିଶା କ୍ୟାଥେଲିକ ହେଲଥ ଆସୋସିଏଶନର ୩୦ତମ ସମ୍ମିଳନୀକୁ ରାଜ୍ୟପାଳ ଏସ.ସି. ଜମିର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ହେଲଥ ଆସୋସିଏଶନ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ଟମି ଥୋମାସ୍, ବିଶପ୍ ସାଇମନ୍ କାଇପୁରମ୍ ଏବଂ ଆଡିସନାଲ ଡାଇରେକ୍ଟର ଅଫ ହେଲଥ ବିକ୍ରମ କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଜମିରଙ୍କୁ ସ୍ମୃତି ସ୍ମାରକ ପ୍ରଦାନ କରାଯାଇଥିଲା ।