ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି
ଭୁବନେଶ୍ୱର: ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି (ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟର)। ଏସଓପି ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ଗୋକୂଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବସ କମିଟି ରିପୋର୍ଟ ଆଧାରରେ ଗଠିତ ହେବ ଏହି ଏସଓପି । ସବ କମିଟିରେ ରାଜ୍ୟ ଗୃହ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଆଇନ ବିଭାଗ ସଚିବ ସଦସ୍ୟ ରହିବେ ବୋଲି ମୁଖ୍ୟ ଶାସନ […]
ଭୁବନେଶ୍ୱର: ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି (ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟର)। ଏସଓପି ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ଗୋକୂଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବସ କମିଟି ରିପୋର୍ଟ ଆଧାରରେ ଗଠିତ ହେବ ଏହି ଏସଓପି । ସବ କମିଟିରେ ରାଜ୍ୟ ଗୃହ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଆଇନ ବିଭାଗ ସଚିବ ସଦସ୍ୟ ରହିବେ ବୋଲି ମୁଖ୍ୟ ଶାସନ ସଚିବ ପତି ସୂଚନା ଦେଇଛନ୍ତି।