ରିଲିଜ୍‌ ହେଲା ‘ରାକ୍ଷୀ’

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ବଲାଙ୍ଗିର ଜିଲ୍ଳାକୁ ଚାରିଦିନିଆ ସଟଡାଉନ କରାଯାଇଛି। ଆଜି ରାକ୍ଷୀ ପୂର୍ଣ୍ଣମୀ ଦିନ ମଧ୍ୟ ସାରା ଜିଲ୍ଳା ସଟଡାଉନ ରହିଛି।  ଏମିତି ଏକ ସମୟରେ ରିଲିଜ ହୋଇଛି ସମ୍ବଲପୁରୀ, କୋଶଳୀ ସର୍ଟ ଫିଲ୍ମ ରାକ୍ଷୀ।  ଦୀର୍ଘ ଦିନ ଧରି ଲକଡାଉନ, ସଟଡାଉନରେ ଘରେ ଥିବା ଲୋକେ, ଏହି ସର୍ଟ ଫିଲ୍ମର ମଜାନେଇପାରିବେ। ତାସହିତ ପଶ୍ଚିମ ଓଡ଼ିଶାର ପ୍ରଥା ପରମ୍ପରା ସଂର୍ପକରେ  କିପରି ଜାଣିପାରିବେ ସେଥିନେଇ ଫିଲ୍ମରେ ଦର୍ଶାଯାଇଛି।

790-1

Tapas Behera
  • Published: Monday, 03 August 2020
  • , Updated: 03 August 2020, 06:18 PM IST

Related story