‘ନବୀନ ରାମ ହେଲେ ମୁଁ ହନୁମାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଜମିଲା ରାମ ରାବଣ ଉପାଖ୍ୟାନ। ସୁର ରାଉତରାୟଙ୍କ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ। ପାଟ୍ଟଶାଣୀ କହିଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର । ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। […]

prasanna-1

Niharika Rout
  • Published: Monday, 07 October 2019
  • , Updated: 07 October 2019, 04:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଜମିଲା ରାମ ରାବଣ ଉପାଖ୍ୟାନ। ସୁର ରାଉତରାୟଙ୍କ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ।

ପାଟ୍ଟଶାଣୀ କହିଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର । ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ମୁଁ ହନୁମାନ ଦାୟିତ୍ୱ ତୁଲାଇଥିଲି ବୋଲି କହିଥିଲେ ପାଟ୍ଟଶାଣୀ ।

Related story