ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ଘଟଣା: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ଅଟକ ଛାତ୍ରୀ

ଭୁବନେଶ୍ୱର: ଅଟକ ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ଆଜି  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ। କିଭଳି ସେମାନଙ୍କୁ ତାଲା ପକାଇ ରଖାଯାଇଥିଲା ସେ ନେଇ କମିଶନଙ୍କୁ ଛାତ୍ରୀମାନେ ଜଣାଇବେ ବୋଲି ଜଣାପଡିଛି । ଘଟଣାର ପ୍ରତିବାଦ କରି ଶୁକ୍ରବାର ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚା ବି ପ୍ରତିବାଦ କରିଥିଲା।

rd

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 04:13 AM IST

Related story