ରଙ୍ଗବତୀ ରିଟର୍ଣ୍ଣର ଦୁଇ କଣ୍ଠଶିଳ୍ପୀଙ୍କ ନାମରେ ମାମଲା

ସମ୍ବଲପୁର: ଲୋକପ୍ରିୟ ସମ୍ୱଲପୁରୀ ଗୀତର ରିମେକ୍ ରଙ୍ଗବତୀ ରିଟର୍ଣ୍ଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରଙ୍ଗବତୀ ରିଟର୍ଣ୍ଣସର ଦୁଇ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବଂ ଋତୁରାଜ ମହାନ୍ତିଙ୍କ ନାମରେ ସମ୍ୱଲପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେପିର ସମ୍ୱଲପୁର ଜିଲ୍ଲା ଉପ-ସଭାପତି ବୁଧବାର ଏହି ଅଭିଯୋଗ କରିଛନ୍ତି। ବିନା ଅନୁମତିରେ ରଙ୍ଗବତୀ ରିଟର୍ଣ୍ଣସ ନାଁରେ ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ କରି ପୂର୍ବରୁ ମୂଳ ରଙ୍ଗବତୀ ଗୀତର ଗୀତିକାର ଓ ସଙ୍ଗୀତ ନିଦ୍ଦେର୍ଶକ ସୁପ୍ରିମପୋର୍ଟର ଆଶ୍ରୟ […]

rangabati

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 09:05 AM IST

ସମ୍ବଲପୁର: ଲୋକପ୍ରିୟ ସମ୍ୱଲପୁରୀ ଗୀତର ରିମେକ୍ ରଙ୍ଗବତୀ ରିଟର୍ଣ୍ଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରଙ୍ଗବତୀ ରିଟର୍ଣ୍ଣସର ଦୁଇ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବଂ ଋତୁରାଜ ମହାନ୍ତିଙ୍କ ନାମରେ ସମ୍ୱଲପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେପିର ସମ୍ୱଲପୁର ଜିଲ୍ଲା ଉପ-ସଭାପତି ବୁଧବାର ଏହି ଅଭିଯୋଗ କରିଛନ୍ତି। ବିନା ଅନୁମତିରେ ରଙ୍ଗବତୀ ରିଟର୍ଣ୍ଣସ ନାଁରେ ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ କରି ପୂର୍ବରୁ ମୂଳ ରଙ୍ଗବତୀ ଗୀତର ଗୀତିକାର ଓ ସଙ୍ଗୀତ ନିଦ୍ଦେର୍ଶକ ସୁପ୍ରିମପୋର୍ଟର ଆଶ୍ରୟ ନେଇଛନ୍ତି।

Related story