ଜଘନ୍ୟ ପୁଲିସ ବାବୁ: ଝିଆରୀକୁ ବି ଛାଡ଼ିଲେନି!

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଜଘନ୍ୟ ପୁଲିସ ବାବୁ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ। ଚମିନ୍‌ ଓ ଚକୋଲେଟ୍‌ ଦେବାର ବାହାନା କରି ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା (ପୁଲିସ) ବାବୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣା ଏମିତି। ପୀଡ଼ିତା ନାବାଳିକାଙ୍କ ବାପା ମାନସିକ […]

rape-allegation-against-police-asi

rape-allegation-against-police-asi

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 04:53 PM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଜଘନ୍ୟ ପୁଲିସ ବାବୁ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ। ଚମିନ୍‌ ଓ ଚକୋଲେଟ୍‌ ଦେବାର ବାହାନା କରି ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା (ପୁଲିସ) ବାବୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣା ଏମିତି। ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ତେଣୁ ଝିଅଟି ଦାଦା ଓ ବଡ଼ବାପାଙ୍କ ଘରେ ରୁହେ। ନାବାଳିକାଙ୍କ ଦାଦା ତଥା ବାଣୀଗୋଛା ଥାନାରେ ଏଏସ୍‌ଆଇ ଗାଁରେ ରୁହନ୍ତି ନାହିଁ। ଯେତେବେଳେ ଘରକୁ ଆସନ୍ତି, ଝିଆରୀକୁ ଚକ୍‌ଲେଟ୍‌ ଓ ଚାଉମିନ୍‌ ଖାଇବାକୁ ଦେବାକୁ ଡାକି ନିଅନ୍ତି।

କିଛିଦିନ ପରେ ନାବାଳିକା ଗର୍ଭବତୀ ହୋଇଥିବା ଭଳି ଦେଖାଯାଇଥିଲା। ଏହା ଦେଖି ପରିବାର ଲୋକେ ନାବାଳିକାଙ୍କୁ ପଚାରିଥିଲେ। ତେବେ ତାଙ୍କୁ ତାଙ୍କ ଦାଦା ଦୁଷ୍କର୍ମ କରିଥିବା ନାବାଳିକା ପ୍ରକାଶ କରିଥିଲେ। ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଦାଦା ଧମକ ଦେଇଥିଲେ। ସେଥିପାଇଁ ନାବାଳିକା ଜଣକ ଏ ସମ୍ପର୍କରେ କାହାକୁ କହୁନଥିବା ସେ ପ୍ରକାଶ କରିଥିଲା। ଏବେ ୫ ମାସର ଅନ୍ତଃସତ୍ତ୍ୱା ଥିବା ଶୁଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ଗତ ୨୦ ତାରିଖରେ ନାବାଳିକାଙ୍କ ବଡ଼ବାପା ଏନେଇ ଭୁବନେଶ୍ୱର ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ ମହିଳା କମିଶନ ନୟାଗଡ଼ ଏସ୍‌ପି ଚିଠି କରିଥିଲେ। ଜିଲ୍ଲା ସିଡବ୍ଲୁସି ସଦସ୍ୟଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ନଂ ୧୬୨/୧୮ରେ ମାମଲା ରୁଜୁ କରି ଅଭିଯୁକ୍ତ ପୁଲିସବାବୁ(ଦାଦା)ଙ୍କୁ ଅଟକ ରଖିଛି।

ଅନ୍ୟପକ୍ଷରେ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର ସେବା ଗୃହରେ ରଖିଛି। ଆସନ୍ତାକାଲି ତାଙ୍କର ଡାକ୍ତର ମାଇନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story