ଏକୁଟିଆ ଦେଖି ଯୁବତୀଙ୍କ ଘରେ ପଶିଗଲେ ୪ ଯୁବକ, ତା’ପରେ...

ଆନନ୍ଦପୁର(ମୁନ୍ନା ସିଂହ): ଘରେ କେହି ନଥିବାର ସୁଯୋଗ ନେଇ ୪ ଯୁବକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ପୀଡ଼ିତାଙ୍କ ଚିତ୍କାର ଶୁଣି ଗାଁର ମହିଳାମାନେ ଜଣେ ଅଭିଯୁକ୍ତକୁ କାବୁ କରି ପୁଲିସ୍‌ ଜିମାରେ ଦେଇଛନ୍ତି। ସେପାଖରେ ମହିଳାମାନେ ପୁଲିସ୍‌ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଆଜି ଘସିପୁରା ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଘରେ ଏକା ଥିଲେ। କେହି ନଥିବାର ସୁଯୋଗ ନେଇ […]

Keonjhar

Keonjhar

Manoranjan Sial
  • Published: Wednesday, 16 March 2022
  • Updated: 16 March 2022, 10:19 PM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂହ): ଘରେ କେହି ନଥିବାର ସୁଯୋଗ ନେଇ ୪ ଯୁବକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ପୀଡ଼ିତାଙ୍କ ଚିତ୍କାର ଶୁଣି ଗାଁର ମହିଳାମାନେ ଜଣେ ଅଭିଯୁକ୍ତକୁ କାବୁ କରି ପୁଲିସ୍‌ ଜିମାରେ ଦେଇଛନ୍ତି। ସେପାଖରେ ମହିଳାମାନେ ପୁଲିସ୍‌ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି।

ଆଜି ଘସିପୁରା ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଘରେ ଏକା ଥିଲେ। କେହି ନଥିବାର ସୁଯୋଗ ନେଇ ସନ୍ଧ୍ୟା ବେଳେ ୪ ଜଣ ଯୁବକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଚିତ୍କାର କରିବାରୁ ତାଙ୍କ ଛାତିରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରୁଥିଲେ ଅଭିଯୁକ୍ତ।

ଗାଁର ମହିଳାମାନେ ଚିତ୍କାର ଶୁଣି ସେଠାକୁ ଧାଇଁ ଆସିଥିଲେ। ମହିଳାଙ୍କୁ ଦେଖି ୪ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ମହିଳାମାନେ ସେମାନଙ୍କୁ ପିଛା କରି ଜଣକୁ ଧରି ପକାଇଥିଲେ। ଅନ୍ୟ ୩ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ। ମହିଳାମାନେ ବାକୁ କରିଥିବା ଯୁବକକୁ ପୁଲିସ୍‌ ଜିମାରେ ଦେବା ପାଇଁ ଘସିପୁରା ଥାନାକୁ ଫୋନ୍‌ କରିଥିଲେ। ମାତ୍ର ପୁଲିସ ଗାଁକୁ ଯିବା ପରିବର୍ତ୍ତେ ଅଭିଯୁକ୍ତକୁ ଧରି ଥାନାକୁ ଆସ ବୋଲି କହିଥିଲା। ଏହା ପରେ ମହିଳାମାନେ ଅଭିଯୁକ୍ତକୁ ଧରି ଥାନାକୁ ଆସିଥିଲେ। ଏବେ ଅଭିଯୁକ୍ତ ପୁଲିସ୍‌ ଜିମାରେ ରହିଛି।

ଅନ୍ୟପକ୍ଷରେ ଘସିପୁରା ଥାନା ପୁଲିସ ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା କରିବା ପରିବର୍ତ୍ତେ ଦୀର୍ଘ ସମୟ ଧରି ଜେରା କରିଥିଲା। ଯାହାକୁ ମହିଳାମାନେ ବିରୋଧ କରିଥିଲେ। ଏହି ସମୟରେ ପୁଲିସ, ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story