ଇସ୍କନ ରଥ ଭାସିବ, ରଥଟଣା ନେଇ ଅନିଶ୍ଚିତତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇ ପଡିଥିଲା ରାଜଧାନୀ ଭୁବନେଶ୍ୱର। ସିଆର୍‌ପି ଛକଠାରୁ ଇସ୍କନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମ୍ପୁର୍ଣ୍ଣ ପାଣି ଘରରେ ରହିଥିଲା। ଫଳରେ ଇସ୍କନ ଠାକୁରଙ୍କ ରଥଯାତ୍ରା ବ୍ୟାହତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷାରେ ଠାକୁରଙ୍କ ରଥ ଟାଣିବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ମନ୍ଦିର ସମ୍ମୁଖରେ କେତେକ ଦୋକାନ ଓ ଗାଡ଼ିମୋଟର ବର୍ଷା ପାଣିରେ ବୁଡ଼ି ରହିଛି। କାଁ ଭାଁ ଲୋକେ ମନ୍ଦିର ପାଖରେ ପଇଁତରା […]

v6

v6

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇ ପଡିଥିଲା ରାଜଧାନୀ ଭୁବନେଶ୍ୱର। ସିଆର୍‌ପି ଛକଠାରୁ ଇସ୍କନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମ୍ପୁର୍ଣ୍ଣ ପାଣି ଘରରେ ରହିଥିଲା। ଫଳରେ ଇସ୍କନ ଠାକୁରଙ୍କ ରଥଯାତ୍ରା ବ୍ୟାହତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷାରେ ଠାକୁରଙ୍କ ରଥ ଟାଣିବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ମନ୍ଦିର ସମ୍ମୁଖରେ କେତେକ ଦୋକାନ ଓ ଗାଡ଼ିମୋଟର ବର୍ଷା ପାଣିରେ ବୁଡ଼ି ରହିଛି।

କାଁ ଭାଁ ଲୋକେ ମନ୍ଦିର ପାଖରେ ପଇଁତରା ମାରୁଥିଲେ ବି ପ୍ଲଏ ଓଭର ଉପରେ ରହି ଏହି ଦୃଶ୍ୟକୁ ବହୁ ଲୋକେ ମୋବାଇଲରେ ସୁଟ୍‌ କରୁଥିବା ଦେଖିବାକୁ ମିଳିଛି।

ନିକଟରେ ବର୍ଷାରେ ବେହାଲ ହୋଇଥିଲା ରାଜଧାନୀ। ଘଣ୍ଟାକର ବର୍ଷାରେ ଭୁବନେଶ୍ୱରର ତଳି ଅଞ୍ଚଳ କଥା ଛାଡନ୍ତୁ, ଜାତୀୟ ରାଜପଥରେ ମଣିଷ ଉଚ୍ଚର ପାଣି ଢେଉ ଖେଳିଥିଲା। ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ଗାଡ଼ି ମୋଟର ପାଣିରେ ବୁଡିଯାଇଛି। ସ୍ମାର୍ଟ ସିଟିର ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ସୋସିଆଲ ମିଡିଆରେ ରାଜ୍ୟ ସରାକର ତଥା ବିଏମ୍‌ସିକୁ ନିନ୍ଦିତ ହେବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story