ରଥଯାତ୍ରା ସୁରକ୍ଷା ଚିନ୍ତା: ପୋଲିସ ଅଫିସରଙ୍କୁ ଦିଆଗଲା ତାଲିମ

ପୁରୀ: ନବକଳେବର ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଦାୟିତ୍ୱରେ ଥିବା ପୋଲିସ ଅଫିସର ଓ ଫୋର୍ସଙ୍କୁ ଅବଗତ କରାଯାଇଛି। ପୁରୀ ରିଜର୍ଭ ପୋଲିସ ଲାଇନ ପରିସରରେ କେନ୍ଦ୍ରାଞ୍ଚଳ ଆଇ.ଜି. ଆର୍. ପି. କୋଚେଙ୍କ ଅଧ୍ୟକ୍ଷତାର ହୋଇଥିବା ଏକ ବୈଠକରେ ଏନେଇ ସୂଚନା ଦିଆଯାଇଥିଲା। ଯାତ୍ରୀଙ୍କ ସୁରକ୍ଷା, ଭିଡ ଓ ଟ୍ରାଫିକ୍ ନିୟନ୍ତ୍ରଣ ସହ ସିସିଟିଭି କ୍ୟାମେରାର ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ପୁରୀକୁ ଆସୁଥିବା ସମସ୍ତ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ […]

puri

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 09:15 AM IST

ପୁରୀ: ନବକଳେବର ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଦାୟିତ୍ୱରେ ଥିବା ପୋଲିସ ଅଫିସର ଓ ଫୋର୍ସଙ୍କୁ ଅବଗତ କରାଯାଇଛି। ପୁରୀ ରିଜର୍ଭ ପୋଲିସ ଲାଇନ ପରିସରରେ କେନ୍ଦ୍ରାଞ୍ଚଳ ଆଇ.ଜି. ଆର୍. ପି. କୋଚେଙ୍କ ଅଧ୍ୟକ୍ଷତାର ହୋଇଥିବା ଏକ ବୈଠକରେ ଏନେଇ ସୂଚନା ଦିଆଯାଇଥିଲା। ଯାତ୍ରୀଙ୍କ ସୁରକ୍ଷା, ଭିଡ ଓ ଟ୍ରାଫିକ୍ ନିୟନ୍ତ୍ରଣ ସହ ସିସିଟିଭି କ୍ୟାମେରାର ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ପୁରୀକୁ ଆସୁଥିବା ସମସ୍ତ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମସ୍ତଙ୍କୁ କୁହାଯାଇଥିଲା।

Related story