ରାଉରକେଲାରେ ହାତୀ ଆକ୍ରମଣରେ ଜଣେ ମୃତ

ରାଉରକେଲା:ରାଉରକେଲା କୁଆଁରମୁଣ୍ଡା ବନଖଣ୍ଡର ରିଓ ଗାଁରେ ଗତକାଲି ବିଳମ୍ୱିତ ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ହରି କେରକେଟା। ପୁଅ ସହ ମଟର ସାଇକେଲରେ ଯାଉଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଟାଣି ଆଣି ଦଳି ଦେଇଥିଲା।  ଘଟଣାସ୍ଥଳରେ ହରିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

elephent

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 08:41 AM IST

Related story