ରାଉରକେଲା ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ଚେୟାରମ୍ୟାନ୍ ବରଖାସ୍ତ

ରାଉରକେଲା: ରାଉରକେଲା ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ଚେୟାରମ୍ୟାନ୍ ବସନ୍ତା ରାମସ୍ୱାମୀ ବରଖାସ୍ତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ବରଖାସ୍ତ କରାଯାଇଛି। ଏ ନେଇ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଉରକେଲା ଏନ୍‌ଆଇଟିକୁ ଚିଠି ଦ୍ୱାରା ସୂଚିତ କରାଯାଇଛି।

nit

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 09:56 AM IST

Related story