ଜନତା ବିଦ୍ୟାପୀଠର ୯୩ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜନତା ବିଦ୍ୟାପୀଠ ଝିମାଣୀର ୧୯୯୩ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ପାରାଦୀପ ସ୍ଥିତ ନେହୁରୁ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୧୫୦ ଜଣ ପୁରାତନ ଛାତ୍ର ସପରିବାର ଯୋଗ ଦେଇଥିଲେ । ଉତ୍ସବରେ ଉପସ୍ଥିତ ମହିଳା ଓ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ବ୍ୟାଚ୍‌ର ସମସ୍ତ ସଦସ୍ୟଙ୍କ ସାମାଜିକ ସୁରକ୍ଷା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ […]

student

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 10:34 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜନତା ବିଦ୍ୟାପୀଠ ଝିମାଣୀର ୧୯୯୩ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ପାରାଦୀପ ସ୍ଥିତ ନେହୁରୁ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୧୫୦ ଜଣ ପୁରାତନ ଛାତ୍ର ସପରିବାର ଯୋଗ ଦେଇଥିଲେ । ଉତ୍ସବରେ ଉପସ୍ଥିତ ମହିଳା ଓ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ବ୍ୟାଚ୍‌ର ସମସ୍ତ ସଦସ୍ୟଙ୍କ ସାମାଜିକ ସୁରକ୍ଷା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ଅବସରରେ ସଭାପତି ଓ ସମ୍ପାଦକ ଭାବେ ପବିତ୍ର ସାହୁ ଓ ଜ୍ୟୋତିରଂଜନ ସ୍ୱାଇଁଙ୍କ ସମେତ ୫ ଜଣ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଥିଲା ।

Related story