ଜାମଶେଦପୁର ଓ ବିଦେଶରୁ ଆତଙ୍କବାଦୀ ରେହମାନ ପାଖକୁ ଆସୁଥିଲା ଅର୍ଥ

କଟକ: ଆତଙ୍କବାଦୀ ଅବଦୁର ରେହମାନକୁ ରାଜ୍ୟ ବାହାରୁ ଓ ବିଦେଶରୁ ଅର୍ଥ ମିଳୁଥିଲା। ଆଜି ଚତୁର୍ଥ ଦିନ ଜେରାରୁ ଏହା ଜଣାପଡିଛି। ହଡା ବାବୁ ନାମରେ ପରିଚିତ ଜାମଶେଦପୁର ଏକ ପେଟ୍ରୋଲ ପମ୍ପର ମାଲିକ ରେହେମାନ ପାଖକୁ ଅର୍ଥ ପଠାଉଥିଲେ। ରେହମାନ ଜାମଶେଦପୁର ଯାଇ ହଡ଼ା ବାବୁଙ୍କୁ ନିୟମିତ ଭେଟୁଥିଲା। ହଡାଙ୍କ ଲୋକ ମଧ୍ୟ କଟକ ଆସି ରେହେମାନକୁ ଟଙ୍କା ଦେଇ ଯାଉଥିଲେ। ଏହାସହ ହାୱାଲା ଜରିଆରେ ରେହମାନ ପାଖକୁ ବିଦେଶରୁ ଟଙ୍କା ଆସୁଥିଲା।

rehaman

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 08:33 PM IST

କଟକ: ଆତଙ୍କବାଦୀ ଅବଦୁର ରେହମାନକୁ ରାଜ୍ୟ ବାହାରୁ ଓ ବିଦେଶରୁ ଅର୍ଥ ମିଳୁଥିଲା। ଆଜି ଚତୁର୍ଥ ଦିନ ଜେରାରୁ ଏହା ଜଣାପଡିଛି। ହଡା ବାବୁ ନାମରେ ପରିଚିତ ଜାମଶେଦପୁର ଏକ ପେଟ୍ରୋଲ ପମ୍ପର ମାଲିକ ରେହେମାନ ପାଖକୁ ଅର୍ଥ ପଠାଉଥିଲେ।

ରେହମାନ ଜାମଶେଦପୁର ଯାଇ ହଡ଼ା ବାବୁଙ୍କୁ ନିୟମିତ ଭେଟୁଥିଲା। ହଡାଙ୍କ ଲୋକ ମଧ୍ୟ କଟକ ଆସି ରେହେମାନକୁ ଟଙ୍କା ଦେଇ ଯାଉଥିଲେ। ଏହାସହ ହାୱାଲା ଜରିଆରେ ରେହମାନ ପାଖକୁ ବିଦେଶରୁ ଟଙ୍କା ଆସୁଥିଲା।

Related story