ରେଙ୍ଗାଲି ବିଧାୟକଙ୍କ ‍ବିରୋଧରେ ନକଲି ଜାତିଗତ ପ୍ରମାଣପତ୍ରରେ ଭୋଟ ଜିତିଥିବା ଅଭିଯୋଗ

ସମ୍ବଲପୁର: ରେଙ୍ଗ।ଲି ବିଧାୟକ ରମେଶ ପଟୁଆଙ୍କ ଜାତିଗତ ପ୍ରମାଣପତ୍ର ନକଲି ବୋଲି ଅଭିଯୋଗ କରିବା ସହ ଜାତିଗତ ପ୍ରମାଣପତ୍ର କୁ ଖାରଜ କରିବା ପାଇଁ ଦାବୀ କରିଛି ଅନୁସୁଚିତ ଜାତି ସଂଗ୍ରାମ ସମିତି। ଶିନିବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସମିତିର ବହୁ ସଦସ୍ୟ ଧାରଣାରେ ବସିବା ସହ ଉକ୍ତ ବିଧାୟକଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କମିଟିର ଅଧ୍ୟକ୍ଷ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ , […]

RAMESH__PATUA

RAMESH__PATUA

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 12:29 PM IST

Sports

Latest News

ସମ୍ବଲପୁର: ରେଙ୍ଗ।ଲି ବିଧାୟକ ରମେଶ ପଟୁଆଙ୍କ ଜାତିଗତ ପ୍ରମାଣପତ୍ର ନକଲି ବୋଲି ଅଭିଯୋଗ କରିବା ସହ ଜାତିଗତ ପ୍ରମାଣପତ୍ର କୁ ଖାରଜ କରିବା ପାଇଁ ଦାବୀ କରିଛି ଅନୁସୁଚିତ ଜାତି ସଂଗ୍ରାମ ସମିତି। ଶିନିବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସମିତିର ବହୁ ସଦସ୍ୟ ଧାରଣାରେ ବସିବା ସହ ଉକ୍ତ ବିଧାୟକଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କମିଟିର ଅଧ୍ୟକ୍ଷ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ , ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ଆଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ,ରେଙ୍ଗ।ଲି ବିଧାୟକଙ୍କ ଜାତି ସମ୍ପର୍କରେ ସର୍ବସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ ଘୋଷଣା କରିଥିଲେ। ଏହାପରେ  ଅନୁସୁଚିତ ଜାତି ସଂଗ୍ରାମ ସମିତି ପକ୍ଷରୁ ବିଧାୟକ ଶ୍ରୀ ପଟୁଆ ଅନୁସୁଚିତ ଜାତି ବର୍ଗର ନୁହନ୍ତି ବୋଲି ଲିଖିତ ଭାବେ ତଥ୍ୟଗତ ପ୍ରମାଣ ସହ ଜଣାଇଛନ୍ତି।
ରମେଶ ପଟୁଆ ଗତ ବିଧାନସଭା ନିର୍ବାଚନ ସମୟରେ ସେ ଅନୁସୂଚିତ ଜାତି ବର୍ଗର ବୋଲି ଜାତିଗତ ପ୍ରମାଣପତ୍ର ଉଲ୍ଲେଖ କରି ନିର୍ବାଚନ ଲଢି ଜିତିଥିଲେ। ରେଙ୍ଗ।ଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଟି ଅନୁସୁଚିତ ବର୍ଗ ପାଇଁ ସଂରକ୍ଷିତ ରହିଛି। ତେବେ ତାଙ୍କ ଜାତି କୁ ନେଇ ବିବାଦ ସୃଷ୍ଟି ହେବା ପରେ  ଜାତିଗତ ପ୍ରମାଣପତ୍ର ଯାଞ୍ଚ କମିଟିର ଅଧ୍ୟକ୍ଷ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏବେ ତାହାର ତଦନ୍ତ ଚାଲିଛି। ଏ ସମ୍ପର୍କରେ ବିଧାୟକ ପଟୁଆ ପ୍ରତିକ୍ରିୟା ରେ କହିଛନ୍ତି ଯେ ସେ ତଦନ୍ତ ପ୍ରକ୍ରିୟା ରେ ସହଯୋଗ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story