ଏଏସ୍‌ଆଇ ସୂଚନା: ଜଗମୋହନ ମରାମତି କାମ ଆପାତତଃ ଶେଷ ହୋଇଛି

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆପାତତଃ ଶେଷ ହୋଇଛି। ଏଏସ୍‌ଆଇ ବୈଷୟିକ କୋର କମିଟି ସଦସ୍ୟ ଏନ.ସି. ପାଲ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଫେବ୍ରୁଆରୀରୁ କାମ ଆରମ୍ଭ ହୋଇଥିଲା। ମେ’ ୨୭ରେ ଶେଷ ବିମ୍ ଉଠିଥିଲା।  ୪ଟି ପଥର କଲମ ଚାରିପଟେ ୧୬ଟି ଷ୍ଟିଲ କଲମ ବସିଛି। ପଥର ବିମ୍ ତଳେ ମୋଟ ୧୬ଟି ବକ୍ସ ଫ୍ରେମ୍ ବସିଛି।” ଏନ.ସି. ପାଲ୍ ଆହୁରି କହିଛନ୍ତି, “ଜଗମୋହନ ମରାମତି ପରେ ‘ସଂପୂର୍ଣ୍ଣ ସୁରକ୍ଷିତ।”  

puri

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 02:11 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆପାତତଃ ଶେଷ ହୋଇଛି। ଏଏସ୍‌ଆଇ ବୈଷୟିକ କୋର କମିଟି ସଦସ୍ୟ ଏନ.ସି. ପାଲ୍ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଫେବ୍ରୁଆରୀରୁ କାମ ଆରମ୍ଭ ହୋଇଥିଲା। ମେ’ ୨୭ରେ ଶେଷ ବିମ୍ ଉଠିଥିଲା।  ୪ଟି ପଥର କଲମ ଚାରିପଟେ ୧୬ଟି ଷ୍ଟିଲ କଲମ ବସିଛି। ପଥର ବିମ୍ ତଳେ ମୋଟ ୧୬ଟି ବକ୍ସ ଫ୍ରେମ୍ ବସିଛି।”

ଏନ.ସି. ପାଲ୍ ଆହୁରି କହିଛନ୍ତି, “ଜଗମୋହନ ମରାମତି ପରେ ‘ସଂପୂର୍ଣ୍ଣ ସୁରକ୍ଷିତ।”

 

Related story