ଟ୍ରେନ ଚଳାଚଳ ନେଇ ପ୍ରକାଶ ପାଇଥିବା ରିପୋର୍ଟ ମିଥ୍ୟା ଓ ଅମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ୍‌ ସେବା ଆରମ୍ଭ ନେଇ ଗତ ଦୁଇ ଦିନ ମଧ୍ୟରେ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି। ଏକ ନିର୍ଦ୍ଦିଷ୍ଟ ତାରିଖରୁ କେତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକଥା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଟ୍ରେନ୍‌ ଚଳାଚଳ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ସରକାର ସ୍ପଷ୍ଟ […]

Trains

Trains

Manoranjan Sial
  • Published: Friday, 10 April 2020
  • Updated: 10 April 2020, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ୍‌ ସେବା ଆରମ୍ଭ ନେଇ ଗତ ଦୁଇ ଦିନ ମଧ୍ୟରେ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି। ଏକ ନିର୍ଦ୍ଦିଷ୍ଟ ତାରିଖରୁ କେତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକଥା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଟ୍ରେନ୍‌ ଚଳାଚଳ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ସରକାର ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡ୍‌ଭାଇଜାରିରେ କୁହାଯାଇଛି, ଲକ୍‌ଡାଉନ୍‌ ପରବର୍ତ୍ତୀ କାଳରେ ରେଳଯାତ୍ରା ନେଇ ସବୁ ଯାତ୍ରୀ ଓ ଅନ୍ୟାନ୍ୟ ସମସ୍ତ ସଂଯୁକ୍ତ ପକ୍ଷଙ୍କ ହିତକୁ ଦୃଷ୍ଟିରେ ରଖି ରେଳବାଇ ଉପଯୁକ୍ତ ସମୟରେ ଠିକଣା ନିଷ୍ପତ୍ତି ଗ୍ରହଣ କରିବ। ଏ ସଂପର୍କରେ ଯେତେବେଳେ ନିଷ୍ପତ୍ତି ନିଆଯିବ ତାହା ସମସ୍ତଙ୍କୁ ଅବଗତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story