ଗୋଚର ଜମି ଚିହ୍ନଟ ଦାବିରେ ଗୁଡାରୀ ତହସିଲ ଘେରାଉ

<p>ଗୁଣପୁର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ତହସିଲ ଅଫିସ ଆଗରେ ଗୌଡ଼ କୂଳ ସମାଜ ପକ୍ଷରୁ ଧାରଣା ଦିଆଯାଇଛି। ଗୋଚର ଜମି ଚିହ୍ନଟ କରିବା ଦାବିରେ ଗୋରୁଗାଈ ଧରି ଅନଶନରେ ବସିଛନ୍ତି ଲୋକେ।</p> <p>ଗୁଡାରୀ ଅଞ୍ଚଳରେ ଥିବା ବହୁ ଗୋଚର ଓ ଗୁରାଡିଆ ଜମି ମାଫିଆ ଚାଷ କରି ଖାଉଛନ୍ତି। ଫଳରେ ଗାଈଗୋରୁ, ମଇଁଷି ଚରିବା ପାଇଁ ସ୍ଥାନ ମିଳୁ ନଥିବା ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି। ତହସିଲଦାରଙ୍କ ଠାରୁ ଆରମ୍ଭ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ପାଖେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉ ନଥିବା ଧାରଣାରତ ଗ୍ରାମବାସୀ କହିଛନ୍ତି। ଦାବି ପୂରଣ ନ ହେବା ଯାଏଁ&nbsp; ଅନସନ ଜାରୀ ରହିବ ବେଲି ଚେତାବନୀ ମଧ୍ୟ ଦେଇଛନ୍ତି।</p>

Ordigital Desk
  • Published: Wednesday, 06 September 2017
  • Updated: 06 September 2017, 03:24 PM IST

Sports

Latest News

<p>ଗୁଣପୁର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ତହସିଲ ଅଫିସ ଆଗରେ ଗୌଡ଼ କୂଳ ସମାଜ ପକ୍ଷରୁ ଧାରଣା ଦିଆଯାଇଛି। ଗୋଚର ଜମି ଚିହ୍ନଟ କରିବା ଦାବିରେ ଗୋରୁଗାଈ ଧରି ଅନଶନରେ ବସିଛନ୍ତି ଲୋକେ।</p><p>ଗୁଡାରୀ ଅଞ୍ଚଳରେ ଥିବା ବହୁ ଗୋଚର ଓ ଗୁରାଡିଆ ଜମି ମାଫିଆ ଚାଷ କରି ଖାଉଛନ୍ତି। ଫଳରେ ଗାଈଗୋରୁ, ମଇଁଷି ଚରିବା ପାଇଁ ସ୍ଥାନ ମିଳୁ ନଥିବା ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି। ତହସିଲଦାରଙ୍କ ଠାରୁ ଆରମ୍ଭ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ପାଖେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉ ନଥିବା ଧାରଣାରତ ଗ୍ରାମବାସୀ କହିଛନ୍ତି। ଦାବି ପୂରଣ ନ ହେବା ଯାଏଁ&nbsp; ଅନସନ ଜାରୀ ରହିବ ବେଲି ଚେତାବନୀ ମଧ୍ୟ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos