ପଞ୍ଚାୟତ ଭୋଟ୍‌: ପୁରୁଷ ପ୍ରାର୍ଥୀଙ୍କ ପ୍ରତିନିଧିତ୍ୱ କମିଲା, ମହିଳାଙ୍କ ପାଇଁ ଆସନ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଥିଲେ ମଧ୍ୟ ପୁରୁଷ ପ୍ରାର୍ଥୀଙ୍କ ନିମନ୍ତେ ଆସନ ସଂଖ୍ୟା ହ୍ରାସ୍‌ ପାଇଛି। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ତୁଳନାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ତୁଳନାରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଆସନ ସଂଖ୍ୟା ୱାର୍ଡମେମ୍ବରଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ସବୁଠି ହ୍ରାସ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୭ଟି […]

vote

vote

Ordigital Desk
  • Published: Tuesday, 16 November 2021
  • Updated: 16 November 2021, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଥିଲେ ମଧ୍ୟ ପୁରୁଷ ପ୍ରାର୍ଥୀଙ୍କ ନିମନ୍ତେ ଆସନ ସଂଖ୍ୟା ହ୍ରାସ୍‌ ପାଇଛି। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ତୁଳନାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ତୁଳନାରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଆସନ ସଂଖ୍ୟା ୱାର୍ଡମେମ୍ବରଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ସବୁଠି ହ୍ରାସ ପାଇଛି।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୭ଟି ପଞ୍ଚାୟତ ଓ ୧୧୧ଟି ୱାର୍ଡ ଏବେ ଏନଏସିରେ ସାମିଲ ହୋଇଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୋଟ୍‌ ୬୭୯୪ଟି ପଞ୍ଚାୟତରେ ସରପଞ୍ଚ ଓ ୯୧୯୧୬ଟି ୱାର୍ଡରେ ନିର୍ବାଚନ ହେବ। ଅବଶ୍ୟ ଗତଥର ଭଳି ଚଳିତଥର ମଧ୍ୟ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନରେ ନିର୍ବାଚନ ହେବ। ୨୦୧୭ ପଞ୍ଚାୟତ ନିର୍ବାଚନରେ ମୋଟ୍‌ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନ, ୬୮୦୧ଟି ପଞ୍ଚାୟତରେ ସରପଞ୍ଚ ପଦବୀ, ୬୮୦୦ଟିରେ ସମିତି ସଭ୍ୟ ଓ ୯୨୦୨୭ଟି ୱାର୍ଡମେମ୍ବର ଆସନ ପାଇଁ ନିର୍ବାଚନ ହୋଇଥିଲା। ୨୦୧୭ ମସିହାରେ ଜିଲ୍ଲା ପରିଷଦ ଆସନରେ ମୋଟ ୪୩୬ ଜଣ ମହିଳାଙ୍କ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସରପଞ୍ଚ ପଦବୀ ପାଇଁ ୩୪୯୪ଟି, ପଞ୍ଚାୟତ ସମିତି ସଭ୍ୟରେ ୩୫୪୭ଟି ଓ ୱାର୍ଡମେମ୍ବରରେ ୪୮୯୬୮ଟି ଆସନ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା।

ମାତ୍ର ଆଗାମୀ ପଞ୍ଚାୟତ ନିର୍ବାଚନରେ ୧୧୧ଟି ୱାର୍ଡ ହ୍ରାସ ପାଇ ୯୧୯୧୬ଟି ୱାର୍ଡରେ ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ୪୯୪୬୯ଟି ୱାର୍ଡମେମ୍ବର ଆସନ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଅଧିକ ୫୦୧ଟି ୱାର୍ଡମେମ୍ବର ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ସେହିପରି ଏଥର ନିର୍ବାଚନରେ ୭ଟି ପଞ୍ଚାୟତ ବାଦ୍ ପଡ଼ି ମୋଟ ୬୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ୩୫୦୦ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଅଧିକ ୬ଟି ସିଟ୍ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଅଛି। ସେହିପରି ଆଗାମୀ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ମଧ୍ୟରୁ ୪୩୩ଟି ମହିଳାଙ୍କ ନିମନ୍ତେ ଓ ୪୨୦ଟି ପୁରୁଷଙ୍କ ନିମନ୍ତେ ସଂରକ୍ଷିତ ରହିଛି। ମୋଟ ୬୭୯୩ଟି ପଞ୍ଚାୟତ ସମିତି ସଭ୍ୟ ପଦବୀ ମଧ୍ୟରୁ ୩୫୩୮ଟି ଆସନ ମହିଳା ଏବଂ ୩୨୫୫ଟି ଆସନ ପୁରୁଷ ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟର ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଓ ଅନ୍ୟ ୭ଟି ଜିଲ୍ଲା ଆଂଶିକ ଭାବେ ପେସା ଆଇନ ଅନ୍ତର୍ଗତ ସିଡ୍ୟୁଲ ଏରିଆ ଭାବେ ପରିଗଣିତ ହେଉଛି। ଏସବୁ ଜିଲ୍ଲାର ମୋଟ ୧୧୯ଟି ବ୍ଲକ ସମ୍ପୂର୍ଣ୍ଣ ଓ ୩ଟି ବ୍ଲକ ଆଂଶିକ ସିଡ୍ୟୁଲ ଏରିଆ ହୋଇଥିବାବେଳେ ଏଥିରେର ମୋଟ ୨୦୯୯ଟି ପଞ୍ଚାୟତର ସରପଞ୍ଚ ଓ ୨୦୭୭ଟି ପଞ୍ଚାୟତ ସମିତି ସଭ୍ୟ, ୨୬୭୨୯ଟି ୱାର୍ଡମେମ୍ବର ଆସନ ରହିଛି।
ତେବେ, ୨୦୧୨ ପଞ୍ଚାୟତ ନିର୍ବାଚନଠୁ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହୁଥିଲେ ମଧ୍ୟ କ୍ରମାଗତ ଭାବେ ପୁରୁଷଙ୍କ ପ୍ରତିନିଧିତ୍ୱ ହ୍ରାସ ପାଇବା ନିଶ୍ଚିତ ଭାବେ ଉଦବେଗର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story